Browsing Category
ଜିଲ୍ଲା ଖବର
ପଶୁ ଡାକ୍ତରଙ୍କ ଅନୁପସ୍ଥିତି , ହୋଇପାରୁ ନାହିଁ ପଶୁସମ୍ପଦର ଚିକିତ୍ସା
ଆଠମଲ୍ଲିକ : ଆଠମଲ୍ଲିକ ପଶୁ ସମ୍ପଦ ଓ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସଭାପତି କିଶୋର ଚନ୍ଦ୍ର ମହାକୁଡ଼ଙ୍କ ନେତୃତ୍ୱରେ ୬ଦଫା ସମ୍ବଳିତ ଦାବିପତ୍ର କୃଷିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର…
‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୫ ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ
ଢେଙ୍କାନାଳ: ଗୁରୁବାର ଅପରାହ୍ନରେ ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ ସଂପର୍କିତ ବୈଠକ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିୟାନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫେରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ…
କୂଅରେ ପଡି ଯୁବକ ମୃତ
ପରଜଙ୍ଗ : ପରଜଙ୍ଗ କ୍ଳବ ବସୋଇ ଗ୍ରାମ ପଂଚାୟତର ଗୋଠବରି ସାହିର ବଳଭଦ୍ର ସାହୁଙ୍କ ପୁଅ ବିରଂଚି (୩୦) ଗତ ବୁଧବାର ରାତିରେ ଅସାବଧାନତା ବଶତଃ ସାହିର ଖୋଲାକୂଅରେ ପଡିଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିରଂଚି ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ଶେଷରେ ନିରାଶ ହୋଇଥିଲେ ।…
ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ: ସଚେତନ ନାଗରିକ ଫୋରମ ପକ୍ଷରୁ କୁନୁର ଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନ ମାନଙ୍କ ସମ୍ମାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଉକ୍ତ ସହିଦ ଗ୍ରୁପରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର…
୧୧ରୁ ରାଷ୍ଟ୍ରୀୟ ଲୋକ ଅଦାଲତ
ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ସମସ୍ତ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧୧ତାରିଖରୁ ଆରମ୍ଭ ହେବ । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମୋକଦ୍ଦମା ଯଥା- ଫୌଜଦାରୀ, ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ,…
ସିଦ୍ଧ ବଳରାମ ଜୀଉଙ୍କ ଘୋଡୋଲାଗି ଷଷ୍ଠୀ ପର୍ବ ପାଳିତ
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଗଶିର ମାସର ଷଷ୍ଠୀ ତିଥି କୁ ଘୋଡୋଲାଗି ରୂପେ ପାଳିତ ହୋଇଯାଇଛି । ସଂଧ୍ୟା ସମୟରେ ଠାକୁରଙ୍କୁ ସାଲ, ମଫଲର, ଶୀତ ବସ୍ତ୍ର ଠାକୁରମାନଙ୍କ ଠାରେ ଲାଗୁ କରାଯାଇଥିଲା । ରାତ୍ର ଧୂପରେଅନ୍ନ, ଡାଲମା, କ୍ଷୀରି,…
ଭୂତ ନାଁରେ ଜମି ବିକ୍ରିକୁ ନେଇ ବାଇସିଙ୍ଗା ଗ୍ରାମରେ ଉତେଜନା
କାମାକ୍ଷାନଗର: ୩୦ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗତ ମଇ ମାସରେ ଜମି ବିକି କରିଥିବା ଘଟଣାକୁ ନେଇ ବାଇସିଙ୍ଗା ଗାଁରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବାଇଁସିଙ୍ଗା ଗ୍ରାମବାସୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ଏହାର ବିଧିବଧ ତଦନ୍ତ କରିବାକୁ ଦାବି କରିଛନ୍ତି ।…
ନୋଟାରୀ ଶିବପ୍ରସାଦଙ୍କ ବିୟୋଗରେ ଓକିଲ ସଂଘର ଶୋକ
କାମାକ୍ଷାନଗର: କାମାକ୍ଷାନଗର ଓକିଲସଂଘ ସଦସ୍ୟ ତଥା କାଳିଆପାଣିର ନୋଟାରୀ ଆଇନଜୀବୀ ଶିବ ପ୍ରସାଦ ରଣାଙ୍କ ପରଲୋକ ଘଟିଛି । ଏହି ଅବସରରେ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ସଂପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ସଂଘର ସମସ୍ତ ସଦସ୍ୟମାନଙ୍କୁ ନେଇ ସଂଘ କାର୍ଯ୍ୟାଳୟରେ ଏକ ଶୋକସଭା…
ଅଙ୍ଗନାୱାଡି କେନ୍ଦ୍ର ସ୍ଥାନାନ୍ତରିତକୁ ନେଇ ଗ୍ରାମବାସୀଙ୍କ ବିରୋଧ
କାମାକ୍ଷା ନଗର : କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ କେନ୍ଦୁମୁଣ୍ଡାର ଆଜକୁ ତିରିଶି ବର୍ଷ ହେଲାଣି ଅଙ୍ଗନାୱାଡି କେନ୍ଦ୍ର ଚାଲିଆସୁଛି । ଏହି ଗ୍ରାମର ଥିବା ଅଙ୍ଗନାୱାଡି କେନ୍ଦ୍ର ଉପରେ ନାରଦ ମୁଣ୍ଡା ଏବଂ କେନ୍ଦୁମୁଣ୍ଡା ଆଦିବାସୀ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି । କିନ୍ତୁ…
୫ବର୍ଷ ତଳୁ ଟୋକନ୍ ମିଳିଲାଣି, ଜମିପଟ୍ଟା ମିଳୁନି
ଢେଙ୍କାନାଳ : ପୌରାଂଚଳ ୯ନଂ ୱାର୍ଡର କନ୍ଧସାହି, ଜୁଆଙ୍ଗ ସାହି, ଦଳିତ ସାହି, ମୁସ୍ଲିମ୍ ସାହିର ଜନସାଧାରଣ ଜମି ପଟ୍ଟା ପାଇବା ନିମନ୍ତେ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରକାଶ ଥାଉକି, ଦୀର୍ଘ ୫ବର୍ଷ ହେବ ଜମିପଟ୍ଟା ପାଇବା ନିମନ୍ତେ ଏହି ଅଂଚଳର ବହୁ ଲୋକ ଟୋକନ୍…