Browsing Category
ଜିଲ୍ଲା ଖବର
ବିକ୍ରମ ପାଣି ଙ୍କ ଏକାଦଶାହ ରେ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ : ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ସ୍ୱର୍ଗତଃ ବିକ୍ରମ କେଶରୀ ପାଣିଙ୍କ ଏକାଦଶାହ ଅବସରରେ ତାଙ୍କର ରାମେଶ୍ବରପୁର ବାସଭବନ ଠାରେ ଆସୋସିଏସନ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ର ସାଧାରଣ…
କଳାକାର ଭତ୍ତା କୋଟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରିବାକୁ ଦେବାଶିଷଙ୍କ ଦାବି
ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ଦ୍ୱୟର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…
ଚୈଧୁରୀ ମଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
ଗୁଡିଆକାଟେଣି : ଓଡ଼ାପଡ଼ା ବ୍ଲକ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ ଚୈଧୁରୀ ମଲ ତରଫରୁ କିଛି ଅସହାୟ ଗରିବ ବ୍ୟକ୍ତି ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନା ମୂଖ୍ୟ ଅତିଥି…
ଭାରତ ସ୍କାଉଟ ଓ ଗାଇଡ୍ସର ରକ୍ତଦାନ ଶିବିର , ୭୬ ୟୁନିଟ ରକ୍ତ ସଂଗୃହିତ
ଢେଙ୍କାନାଳ : ଭାରତ ସ୍କାଉଟ ଓ ଗାଇଡ ଢେଙ୍କାନାଳ ଶାଖା ପକ୍ଷରୁ ରକ୍ତଦାନ ଶିବିର ଲକ୍ଷ୍ମୀଧର ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାୟତାରେ ଆୟୋଜିତ ଏହି ଶିବିରରେ ଏକ ରେକର୍ଡ ସଂଖ୍ୟକ ୭୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।…
କ୍ରସ୍ ବାରିଅର ନଥିବାରୁ ଦୁର୍ଘଟଣା , ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି ପଡ଼ୁ
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନାର ତରଭା ଫାଣ୍ଡି ଅନ୍ତର୍ଗତ ବରହତା ଗାଁ ନିକଟ ପୂର୍ତ ବିଭାଗ ରାସ୍ତାକଡ଼ ବିଲରେ ପଡି ଜଣେ ଯୁବକର ମୃତ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି, ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆତିଣ୍ଡା ଗ୍ରାମର ବଳରାମ ବେହେରା(୨୫) ବୋଲି ଜଣାପଡିଛି ।
ପ୍ରକାଶ ଯେ, ରବିବାର…
ଇ-ଟେକ୍ ଆବାସିକ ମହାବିଦ୍ୟାଳୟ: ରୋଜାଲିନ୍,ମଳୟ ମଞ୍ଜରୀଙ୍କ ସଫଳତା
ଢେଙ୍କାନାଳ : ଉକ୍ରଳ ବିଶ୍ୱ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଇ-ଟେକ୍ ଆବାସିକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରୀ ରୋଜାଲିନ୍ ବେହେରା ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପିଙ୍ଗୁଆର ଶୈଳବାଳା ବେହେରା ଓ ଯୁଗଳ କିଶୋର ବେହେରାଙ୍କ ସୁକନ୍ୟା ।
ସେହିପରି…
ଜାଗର ଯାତ୍ରା, ଶିବ ବିବାହ, ମହାଷ୍ଟମୀ ଆଦି ମୁଖ୍ୟ ପର୍ବ ପାଇଁ ଅନୁଦାନ ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନାସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦର ଏକ ବୈଠକ ରବିବାର ଦିନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ବର୍ଷାଦିନେ ଜଳ ନିଷ୍କାସନ, ଯଜ୍ଞମଣ୍ଡପ ନିର୍ମାଣ, ବିବାହ ମଣ୍ଡପ ନିର୍ମାଣ ସହ ପାର୍କ…
ଢେଙ୍କାନାଳ ସ୍ୱୟଂଶାସିତ କଲେଜ ଗଣିତ ବିଭାଗର ବାର୍ଷିକ ପାଠଚକ୍ର
ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ବାର୍ଷିକ ପାଠଚକ୍ର ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଜୀବନରେ ଗଣିତ ଓ କମ୍ପ୍ୟୁଟର…
ରମାକାନ୍ତ ସାହୁଙ୍କ ଅକାଳ ବିୟୋଗ, ରେଳଯାତ୍ରୀ ସଂଘର ଶୋକସଭା
ଢେଙ୍କାନାଳ :ଢେଙ୍କାନାଳ ଜିଲା ଦୈନିକ ରେଳଯାତ୍ରର ସଙ୍ଘର ସଭ୍ୟ ଦୈନିକ ରେଳଯାତ୍ରୀ ରମାକାନ୍ତ ସାହୁଙ୍କର ଅକାଳ ବିୟୋଗ ହୋଇଛି । ରମାକାନ୍ତ ଙ୍କର ଅକାଳ ବିୟୋଗରେ ଏକ ଶୋକସଭା ସହରସ୍ଥିତ ଯାଉଁଳିପୋଖରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । କିଛି ଦିନ ତଳେ ସେ ରାସ୍ତା ଦୁର୍ଘଟଣାରେ ଆହତ ହୋଇ…
ଗଁଦିଆ ବ୍ଲକରେ ମେଗା ଋଣ ମେଳା ଅନୁଷ୍ଠିତ
ଢେଙ୍କାନାଳ : ଗଁଦିଆ ବ୍ଲକରେ ଏକ ବ୍ଲକ ସ୍ତରୀୟ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି | ଓଡିଶା ଜୀବିକା ମିଶନ ପକ୍ଷରୁ ଅନୁଷ୍ଠିତ ଉକ୍ତ ମେଳାରେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ଗୀତାଞ୍ଜଳି ଭୂୟାଁ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ମେଳା ରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ…