Browsing Category
ଜିଲ୍ଲା ଖବର
ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳନ
ଢେଙ୍କାନାଳ:ଢେଙ୍କାନାଳ କୋବଲ୍ୟ ବଜ଼ାର ସ୍ଥିତ ସିଦ୍ଧି ବଳରାମ ଜୀଉ ମନ୍ଦିର ରେ ରବିବାର ବଉଳ ଅମାବାସ୍ୟା ପାଳିତ ହୋଇ ଯାଇଛି | ଏହି ଅବସର ରେ ମନ୍ଦିର ରେ ବିଶେଷ ପୂଜା ଅର୍ଚନା କରାଯାଇଥିଲା | ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର, ବଉଳ…
ଗରୀବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ
ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ପଞ୍ଚାୟତ ସାଇଁବିରି ଗ୍ରାମଠାରେ ଉକ୍ରର୍ଷ ଫାଉଣ୍ଡେସନ ତରଫରୁ ଗରୀବ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡାପଡା ବ୍ଲକର ବିଡିଓ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫାଉଣ୍ଡେସନ…
ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ
ଓଡାପଡା :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟପରିସରରେ…
ବିଶ୍ୱ କୁନ୍ତଳ ଶିଶୁ ଗୃହରେ ନବବର୍ଷ ଆସର
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ରହିଥିବା ମାତୃହୀନ ଓ ପିତୃହୀନ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ର ଠାରୁ ଆରମ୍ଭ କରି ଯୁକ୍ତ ୨ ସ୍ତର ଯାଏଁ ଶିକ୍ଷାଲାଭ କରୁଛନ୍ତି,…
ଅହମ୍ମଦିଆ ଯୁବ ସଙ୍ଗଠନ ଆନୁକୁଲ୍ୟରେ ନବ ବର୍ଷରେ ସଫେଇ ଅଭିଯାନ
ଢେଙ୍କାନାଳ : ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍ଭାବନା ସୃଷ୍ଟି କରି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଆଗକୁ ପାଦ…
କଂସରା ଗ୍ରାମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ହିନ୍ଦୋଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଂସରା ଗ୍ରାମରେ ପାୱାର ଗ୍ରୀଡ୍ କର୍ପୋରେସନ, ଅନୁଗୁଳ (ଫୁଲପଡା) ଏବଂ ବଜରଙ୍ଗ କ୍ଲବ୍ ଢେଙ୍କାନାଳ ପକ୍ଷରୁ ଗତ ୩୧ ତାରିଖ ଦିନ ଆଜାଦୀ କି ଅମୃତ ମହୋତ୍ସବ - ୨୦୨୧ ଅବସରରେ ସିଟି ହସ୍ପିଟାଲ୍, ତାଳଚେରର ସହଯୋଗରେ ଏକ ନିଃଶୁଳ୍କ…
ଗଁଦିଆ ବ୍ଲକରେ କେବେ ଖୋଲିବ ଧାନ ମଣ୍ଡି ଆଶା ଆଶଙ୍କାରେ ଚାଷୀକୂଳ
ଯୋରନ୍ଦା : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ…
ପ୍ରତିଭା ସମ୍ମାନ ଓ ସ୍ୱାଗତମ-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ
୧୯୭୧ ଭାରତ ଓ ପାକିସ୍ଥାନ ଯୁଦ୍ଧର ଯୋଦ୍ଧା ତଥା ଅବସରପ୍ରାପ୍ତ ସୁବେଦାର ସୋମନାଥ ସାହୁ, ଅବସରପ୍ରାପ୍ତ ନୌସେନା ଅଧିକାରୀ ଅମୀୟ ଚାନ୍ଦ, ଶିକ୍ଷାବିତ ମୋହିମ ମହମ୍ମଦ, ଶିକ୍ଷାବିତ ସୁରେଶ ମିଶ୍ର, ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ, ବିଶିଷ୍ଟ ବ୍ୟବସାୟୀ ପ୍ରସନ୍ନ ସାହୁ, ନୃତ୍ୟଶିଳ୍ପୀ ଏନପି…
ସେଲ୍ଫି ପଏଣ୍ଟ ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ
ଢେଙ୍କାନାଳ: ଆଜାଦି କା ଅମ୍ବୃତ ମହୋତ୍ସବ (75 ବର୍ଷ )ଉପଲକ୍ଷେ ସ୍ୱଚ୍ଛ ସର୍ବେକ୍ଷଣ 2022 ଆଜି ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଥିବା ସେଲ୍ଫି ପଏଣ୍ଟ ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ପୌର ନିବାହୀ…
ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ସଫା କଲା ଯୁବସଂଗଠନ
କଙ୍କଡ଼ାହାଡ଼ : ବାଜିରାଉତ ଯୁବକ ସଂଗଠନ ତରଫରୁ କଙ୍କଡ଼ାହାଡ଼ ବ୍ଲକ ଡ଼ଙ୍ଗପାଳ ଗ୍ରାମ ରେ ଥିବା ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ଅବେହେଳିତ ଅବସ୍ଥାରେ ପଡିଥିଲା ଏହା କୁ ସଫା କରିବା ସହିତ ରଙ୍ଗ ଏବଂ ମାଲ୍ୟାପ୍ରାଣ ହେଲା |
ଏଥିରେ ସଂଗଠନ ର ସଭାପତି ଦେବୀ ପ୍ରସାଦ ସଭାପତି ଦେବୀ…