Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ୧୩୫ ତମ ଜନ୍ମଜୟନ୍ତୀ ମହାସମାରୋହ ରେ ପାଳିତ

କାମାକ୍ଷାନଗର ( ରାଜ କିଶୋର ରାଉତ): କାମାକ୍ଷାନଗର ଏନଏସି ରେକୁଳା ସତସଙ୍ଗ କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ର ଙ୍କ 135ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ସତସଙ୍ଗ ର ବରିଷ୍ଠ ରୀତିକ ପୂଜ୍ୟ ବିନୋଦ କୁମାର ମିଶ୍ର ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ…

ସଦ୍ଭାବନା ଭାରତୀୟ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବଳଦିଆବନ୍ଧ ପଞ୍ଚାୟତର ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଶନିବାର ଅପରାହ୍ନରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଗୃହର ମୁଖ୍ୟ ପରିଚାଳିକା ତଥା ଇନ୍ଦିରା ମଙ୍ଗଳ ପ୍ରତିଷ୍ଠାନର ସମ୍ପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି…

ପ୍ରସିଦ୍ଧ ଗଣେଶ ପୂଜା ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ଗୃହ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ମିଳିତ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସହରର ୩୮ଟି ପୂଜା ଅନୁଷ୍ଠାନର…

ସ୍ୱାଧିନତା ଦିବସ ରେ କବିତା ପାଠୋତ୍ସବ

ଭୁବନ: ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସାରା ରାଜ୍ୟରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଭୁବନ ବ୍ଲକ ଅନ୍ତର୍ଗତ…

ସ୍ୱାଧିନତା ଉପହାର ନୁହେଁ ,ଦାୟିତ୍ୱ :ଏକତା ,ଅଖଣ୍ଡତା ପାଇଁ ସଂକଳ୍ପନେବା , ଭୁବନ ଏନଏସିକୁ ୧ ନମ୍ବର କରି ଗଢିତୋଳିବା…

ଭୁବନ : ଭୁବନ ରେ ୭୬ ତମ ସ୍ୱାଧିନତା ଦିବସ ଆଜାଦୀ କା ଅମୃତ ମହୋସôବ ବିପୁଳ ଉସôାହ ଉଦ୍ଦିପନାର ସହ ପାଳିତ ହୋଇଯାଇଛି । ଭୁବନ ନୂଆବଜାର (ବସଷ୍ଟାଣ୍ଡ) ଠାରେଏନଏସି ତରଫରୁ ଆୟୋଜିତ ୭୬ ତମ ସ୍ୱାଧିନତା ଦିବସରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା…

ଭୀମଭୋଇ ସାମର୍ଥ୍ୟ ଶିବିର ରେ ୩୬୫ ଭୀନ୍ନକ୍ଷମଙ୍କୁ ପ୍ରମାଣପତ୍ର ଓ ସହାୟତା ମିଳିଲା

ଭୁବନ : ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ତରଫରୁଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମାନସିକ ଅନଗ୍ରସର ୭୮ ଜଣ , ଅସ୍ଥିଶଲ୍ୟ ୧୫୫ ଜଣ , ଶବଣବାଧକ ୭୬ ,…

 ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଢେଙ୍କାନାଳ: ରାଜ୍ୟ କୃଷି, ମତ୍ସ୍ୟ ସମ୍ପଦ ଓ ପ୍ରାଣୀଧନ ବିଭାଗର ମନ୍ତ୍ରୀ ତଥା ପଡୋଶୀ ଆଠଗଡ ନିର୍ବାଚନ ମଣ୍ଡଳୀର ପ୍ରତିନିଧି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟରେ ସ୍ୱାଧିନତା ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା ଉତୋଳନ ପରେ ଦିନ ସାଢେ ୧୧ଟା…

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ  ୭୬ ତମ ସ୍ୱାଧୀନତା ଦିବସ ପାଳନ

ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି  ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ୭୬ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର…

ସ୍ୱାଧିନତା ଦିବସରେ ପୋଖରୀ ଉଦଘାଟନ

ଭୁବନ : ପବିତ୍ର ୭୬ ତମସ୍ୱାଧିନତା ଦିବସ ଅବସର ରେ ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଂଚାୟତ ର ନୂଆ ଜିରାଳଠାରେଏକ ପୋଖରୀ ଉଦଘାଟିତ ହୋଇଯାଇଛି । ସରପଂଚ ମୋହନ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି , ବିଡିଓ ଆର୍ଶୀବାଦ…

ଭୁବନ ର ବିଭିନ୍ନ ସ୍ଥାନରେରେ ୭୬ ତମ ସ୍ୱାଧିନତା ଦିବସ ପାଳିତ

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭୁବନ : ଭୁବନ ପଞ୍ଚାୟତ ସମିତିତରଫରୁ ୭୬ ତମସ୍ୱାଧିନତା ଦିବସ ପାଳିତହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିକହିଥିଲେ ଯେ,୭୫ ବର୍ଷ ପୂର୍ବେ ଆଜିର ଦିନରେ ଆମକୁ କଷ୍ଟଲବ୍ଧ ସ୍ୱାଧିନତା ମିଳିଥିଲା ।…