Take a fresh look at your lifestyle.
Browsing Category

ଜିଲ୍ଲା ଖବର

ମନରେଗା କାର୍ଯ୍ୟ ରେ ମହା ଦୁର୍ନୀତି ,ଚାଷୀ କୁଳ ହତାଶ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ଅନ୍ତର୍ଗତ ତେନ୍ତୁଳିସିଙ୍ଗା ଓ କନ୍ଦର ସିଙ୍ଗା ଗ୍ରାମ ର ଶତାଧିକ ଚାଷୀ ହତାଶ । ମନରେଗା କାର୍ଯ୍ୟ ରେ ମହାଦୁର୍ନୀତି ର ଅଭିଯୋଗ ଆଣିଛନ୍ତିI ଶତାଧିକ ଗ୍ରାମବାସି ଯେହେତୁ କି ଗ୍ରାମ ର ଏକର ଏକର…

ମହିଳା କର୍ମଚାରୀ ଜଙ୍ଗଲରୁ ମୁଣ୍ଡରେ ବୋହିଲେ କାଠ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ସେବାଶ୍ରମ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଅଛି ।ଦୁଇ ମହିଳା କର୍ମଚାରୀ ଜଙ୍ଗଲ କୁ ଯାଇ ମୁଣ୍ଡରେ ଭରା କାଠ ବୋହି ସେବାଶ୍ରମ ଭିତରକୁ ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସରକାର ମା କୁ ସମ୍ନାନ ଦେଉଥିବା…

ବିଦ୍ୟାଳୟରେ ଛାତ୍ରଙ୍କୁ ପାଠ ପଢା ଜାଗାରେ ଚାଉଳ ବସ୍ତା ବୋହି ଶ୍ରମିକ ସଜାଇଲେ ସହକାରୀ ଶିକ୍ଷକ

କାମାକ୍ଷାନଗର( ରାଜ କିଶୋର ରାଉତ):ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିଲା ବେଳେ ପ୍ରକୃତ ପକ୍ଷେ ଏହା କେବଳ କାହାଜ କଲମ ରେ ଚାଲିଛି ।ସରକାରୀ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ବାସ୍ତବରେ ତାହା…

ସୂଚନା ଅଧିକାର ଆଇନ ବାଟବଣା : ପ୍ରଥମ ଅପିଲ କର୍ତ୍ତୃପକ୍ଷ ଦିନ ଧାର୍ଯ୍ୟ କରି ଶୁଣାଣି କଲେ ନାହିଁ

କଙ୍କଡାହାଡ଼: ସୂଚନା ଅଧିକାର ଆଇନରେ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଟୁକୁନ ବିଶ୍ୱାଳ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ଢେଙ୍କାନାଳ ଙ୍କ ଠାରେ କଙ୍କଡାହାଡ଼ ବ୍ଲକ ରେ ୨୧ ଟି ପଞ୍ଚାୟତ ରେ ମନରେଗା ଯୋଜନାରେ ବ୍ୟକ୍ତିଗତ ଭାବେ ପାଇଥିବା…

ଦଶୀପୁର ପଞ୍ଚାୟତ ସୂଚନା ଅଧିକାରୀ(ପିଆଇଓ) ସୂଚନା ଫର୍ମ ଗ୍ରହଣ କଲେ ନାହିଁ

କାଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଅନିୟମିତତା ଖବର ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ ପାଉଥିଲା ବେଳେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।ପଂଚାୟତ ର ଜନସାଧାରଣ ସରଳ ନିରୀହ ହେଇଥିବାରୁ ଏହାର ସୋଯୋଗ ନେଇ ସରକାରୀ ସ୍ତରରେ ଅବହେଳିତ,…

ବିଶ୍ୱ ବନ୍ଧୁତ୍ୱ ଦିବସରେ ତୃପ୍ତିପାଠାଗାର ପକ୍ଷରୁ ରକ୍ତଦାନ

ଭୁବନ : ରକ୍ତ ମଣିଷକୁ ଚଳଚଂଚଳ କରାଏ । ରକ୍ତ ବିନା ମଣିଷ ବଂଚିବା ଅସମ୍ଭବ । ରକ୍ତର ଆବଶ୍ୟକତା କୃତ୍ରିମ ଉପାୟରେ ପୁରଣ କରାଯାଇ ପାରିବ ନାହିଁ । କେବଳ ଦାନୀ ହିଁ ଦାନ କରି ଅନ୍ୟର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିବ ବୋଲି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଟୋଲଙ୍କ…

କଇରାନାଳୀ ଉପ୍ରା ବିଦ୍ୟାଳୟ ର ଶିକ୍ଷା ବିପର୍ଯ୍ୟୟ ବ୍ୟବସ୍ଥା କୁ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

କାମାକ୍ଷାନଗର (ରାଜ କିଶୋର ରାଉତ): ଢେଙ୍କାନାଳ ଭୁବନ ବ୍ଲକ ର କଇରାନାଳୀ ଉପ୍ରା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଭାବକ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୬୮ ଜଣ ଶିକ୍ଷା ଲାଭ କରୁଛନ୍ତି ହେଲେ ୩ ଜଣ ମାତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି I…

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ଭୁବନ : ବେରୋଜଗାର ଯୁବକ , ଯୁବତୀ ମାନଙ୍କୁ ଆତ୍ମନିଯୁକ୍ତି ସହ ରୋଜଗାର ସୁବିଧା ସୁଯୋଗ ଯେଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଓରମାସ ଏବଂ ଡିଡିୟୁ-ଜିକେୱାଇ ସହଭାଗିତାରେ ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି । ଏହି କ୍ରମରେ ଆଜିଭୁବନ ବ୍ଲକ ପରିସରରେ ଦିନ୍ ଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା…

ଭୁବନର ପ୍ରସିଦ୍ଧ ଗଣେଶପୂଜା ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅଗଷ୍ଟ ୩୧ ରେ ପୂଜା ଆରମ୍ଭ

ଭୁବନ: ଭୁବନରେ ଦ୍ୱିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶପୂଜା ଉପଲକ୍ଷେ ଏନଏସି ପ୍ରଶାସନ ତରଫରୁ ଶାନ୍ତିକମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର…

ଭୁବନ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ

ଭୁବନ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭି୍ୟାନ ଆନୁକୂଲ୍ୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ…