Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଭୁବନ ରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନୂଆବଜାର (ବସଷ୍ଟାଣ୍ଡ) ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର…

ମହିମା ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ମହିମାଗାଦି: ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା୨୮.୦୧.୨୦୨୩ ରିଖ ଡିବା ୧୧.୩୦ ଠାରୁ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ +୨ ରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଓ ଶିକ୍ଷକ ମାନଙ୍କର ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ…

ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସରସ୍ଵତୀ ପୂଜା – ଯୋଗ ଦେଲେ ଜିଲ୍ଲାପାଳ ଓ ଏସ.ପି

ଢେଙ୍କାନାଳ: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ସହ ବାଗ୍ଦେବୀ ସରସ୍ୱତୀଙ୍କ ପୂଜା ଗୋଟିଏ ଦିନରେ ହିଁ ପାଳିତ ହୋଇଥିଲା । ଏହି ଅବସରରେ ଅକ୍ଷମ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ ସହରର କୁଟୁଣିଆ ପାହାଡ ପାଦଦେଶରେ ଅବସ୍ଥିତ "ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ'ର ଛାତ୍ରଛାତ୍ରୀଙ୍କ ସହ…

ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ସ୍ୱତନ୍ତ୍ର ଶିବିର

 ଢେଙ୍କାନାଳ : ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ର ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦ୍ ଯାପନ ହୋଇ ଯାଇଛି। ତା ୧୯/୦୧/୨୦୨୩ ରିଖ ଠାରୁ ଆରମ୍ଭ ହୋଇ,ତା ୨୫/୦୧/୨୦୨୩ ରିଖ ପଯ୍ୟନ୍ତ ଚାଲିଥିବା ଏହି ଶିବିର ପାଇଁ ସ୍ଥାନୀୟ ବର୍ଷଘରିଆ ଗ୍ରାମ କୁ…

ଆଇଆଇଏମ୍‍ସିରେ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ: ଆଜିକାଲି ଅନେକଙ୍କ ମନରେ ଦେଶକୁ ନେଇ ନକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି । ଅଧିକାଂଶ ସମୟରେ ମନ ଭିତରକୁ ପ୍ରଥମେ ନକାରାତ୍ମକ କଥା ହିଁ ଆସୁଛି । ଅନ୍ୟକୁ ଦୋଷ ଦେବାରେ ଆମେ ତତ୍ପରତା ଦେଖାଉଛୁ । ହେଲେ ଏହା ଠିକ୍‍ ନୁହେଁ । ସମୃଦ୍ଧ ଦେଶ ଗଠନ ପାଇଁ ସକାରାତ୍ମକ ମନୋଭାବ ମଧ୍ୟ…

ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ଗାଦିପୀଠ ମହିମାଗାଦି ସମାସ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଭୁକ୍ତ ଯୋରନ୍ଦା ମହିମାଗାଦିପୀଠରେ ମହିମାଗାଦି ମଠ, ମନ୍ଦିର ଭଙ୍ଗା କାରଣରୁ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଥିବା କାରଣରୁ ଅଦ୍ୟ ମହିମାଗାଦି ମଠର ଅଂଚଳବାସୀ, ସାଧୁଭକ୍ତ, ମହିମା ସନ୍ୟାସୀ ଓ ଜନସାଧାରଣ ମହାମହିମ ରାଷ୍ଟ୍ରପତିଙ୍କୁ ଢେଙ୍କାନାଳ…

DCC play ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ: ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ DCC play ସ୍କୁଲ ଏବଂ ଓଁ ସରସ୍ବତୀ ଶିଶୁମନ୍ଦିର ଦ୍ୱାରା 74 ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି, ମୁଖ୍ୟ ଅତିଥିଭାବେ IIMC ରେ ପଢିଥିବା ତଥା ପ୍ୟାଡ଼ women ଭାବେ ପରିଚିତା ମହିଳା ସମାଜସେବୀ ଅଙ୍କିତା ସାହୁ ଗଣତନ୍ତ୍ରର ତର୍ଜମା…

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଶାଖାର ୨୭ତମ ଇ-ପାଠଚକ୍ର ଅନୁଷ୍ଠିତ

ଢେଙ୍କାନାଳ : ଗତ ବୁଧବାର ଆଭାସି ମଂଚରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଶାଖାର ୨୭ତମ ଇ-ପାଠଚକ୍ର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଡଃ ପ୍ରଫୁଲ୍ଲ କୁମାର ପାଣିଙ୍କ ସଭାପତିତ୍ୱରେ "ଆମ ଐତିହ୍ୟ ଆମ ସଂସ୍କୃତି' ଶୀର୍ଷକ ଆଧାରରେ ପ୍ରସଙ୍ଗ ଥିଲା । "ଖାଦ୍ୟ ତେଲ ଓ ଜାତୀୟତା ଏକ…

ଡଙ୍ଗାପାଳ ଫୁଟବଲ ଖେଳ ପଡିଆ ରେ ୪ର୍ଥ ରାଜୀବଗାନ୍ଧି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି ।

ଢେଙ୍କାନାଳ:କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଂଚାୟତ ଡଙ୍ଗାପାଳ ଗ୍ରାମର ଡଙ୍ଗାପାଳ ଫୁଟବଲ ଖେଳ ପଡିଆ ଠାରେ ୪ର୍ଥ ରାଜୀବ ଗାନ୍ଧି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ…

ସାମ୍ବାଦିକ ମନ୍ଦିରକୁ ରାସ୍ତା ପାଇଁ ଜମି ଦେଲେ : ଜାତୀୟ ଦିବସ ରେ ସମ୍ବର୍ଦ୍ଧିତ ହେଲେ

ଢେଙ୍କାନାଳ :ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ବର ପୀଠରୁ ସହୀଦ ବୀର ବାଜିରାଉତ ଙ୍କ ଜନ୍ମ ପୀଠ କୁ ସଂଯୋଗ କରୁଥିବା ଭୁବନ ର ରିଙ୍ଗ ରୋଡ ର ସଂଯୋଗ ସ୍ଥଳୀ ରେ ନିହାତି ଆବଶ୍ୟକ ହେଉଥିବା ଜମି କୁ ମନ୍ଦିର କମିଟି କୁ ହସ୍ତାନ୍ତର କରାଯାଇଛି | ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ…