Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଶତାୟୁ ବି. ବି. ହାଇସ୍କୁଲ୍, ଢେଙ୍କାନାଳର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ…

ଢେଙ୍କାନାଳ :  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳ ଆନୁକୁଲ୍ୟରେ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ,ଢେଙ୍କାନାଳ ଜିଲ୍ଲା ସ୍କୁଲ ସ୍ତରୀୟ (ସ୍କିଟ୍ )ବ୍ୟଙ୍ଗ ନାଟକ ପ୍ରତିଯୋଗିତା -୨୦୨୩ ରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୦୮ ଜଣ ଛାତ୍ରୀ - ଛାତ୍ରମାନଙ୍କ…

ବିଜେପି ପରିବର୍ଦ୍ଧିତ କୋର୍ କମିଟି ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ

ଢେଙ୍କାନାଳ : ଗତ ୩ ତାରିଖ ରବିବାର ଦିନ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଢେଙ୍କାନାଳ ଲୋକସଭା ପରିପର୍ଦ୍ଧିତ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେଇ ମହା ଜନସଂପର୍କ ଅଭିଯାନର ସମୀକ୍ଷା କରିବା ସହ…

ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ

ଢେଙ୍କାନାଳ: ସଦର ବ୍ଲକ ଅନ୍ତର୍ଗତ ରଣପସି ନିକଟସ୍ଥ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ଆମେଚର ତାଇକୋଣ୍ଡୋ ଓ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ ହୋଇଯାଇଅଛି। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୪ ତାରିଖକୁ ସାରା ବିଶ୍ୱର ଏହି ଦିନକୁ ତାଇକୋଣ୍ଡୋ ଦିବସ ରୂପେ ପାଳନ କରୁଥିବା…

ସଂସ୍କୃତ ହେଉଛି ସଂସ୍କୃତିର ପରିଚାୟକ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ଠାରେ ଉକôଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପଣ୍ଡିତ…

ବି ପି ଏଲ ଙ୍କୁ ପାଣି ପାଇପ ସଂଯୋଗ ରେ ୫ କୋଟି ଟଙ୍କା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବି

 ଢେ଼ଙ୍କାନାଳ : ଭୁବନ ଜନସ୍ବାସ୍ଥ୍ୟ ବିଭାଗ ସମ୍ପ୍ରତି ଦୁର୍ନୀତି,ପ୍ରୀୟାପ୍ରିତି ,ଅନିୟମିତା ଓ ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି । ଏହି କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନୀତି ବଳି ପଡ଼ିଛି । ଜଣେ କର୍ମଚାରୀ ଅତି ବେଶି ରେ ୩ ବର୍ଷ ରୁ ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ କାର୍ଯ୍ୟ…

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ବୀର ବୈଷ୍ଣବ ବାସଭବନରେ

ଢେଙ୍କାନାଳ: "ମୋ ମାଟି-ମୋ ଦେଶ' କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆଜି ସଂଧ୍ୟାରେ ଢେଙ୍କାନାଳସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ବାସଭବନରେ ପହଁଚି ତାଙ୍କ ଘରୁ ପବିତ୍ର ମାଟି ଅମୃତ କଳସରେ ସଂଗ୍ରହ କରିଥିଲେ । ଏହି କଳସକୁ ତାଙ୍କ…

ବରିଷ୍ଠ ନାଗରିକମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ

ଢେଙ୍କାନାଳ : ଢେଙ୍କାନାଳ କାରିଗରସାହିସ୍ଥିତ ଅଭିନନ୍ଦନ ଗାର୍ଡେନ୍ଠାରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୯ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ବାର୍ଷିକ ଉତ୍ସବ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ଏଥିରେ ସଂପାଦକ କୃଷ୍ଣ ମୋହନ ସାହୁ ,ଡା. ବିଧୁଭୂଷଣ ନନ୍ଦ, ଡ.…

କପିଳାସ ସଫେଇ କଲା ଗୋବିନ୍ଦ ସେବା ଦଳ

ଢେଙ୍କାନାଳ :କାଉଡିଆ ଭକ୍ତ ଙ୍କ ଦ୍ୱାରା ଶ୍ରାବଣୀ ସେବା ପରେ କପିଳାସ ପୀଠରେ ବହୁ ଅଳିଆ ଆବର୍ଜନା ପଡିରହିଥିଲା | ଏହି ବର୍ଜ୍ୟବସ୍ତୁ ଗୁଡିକୁ ଆଜି ରବିବାର ଦିନ 500ରୁ ଉର୍ଦ୍ଧ ବ୍ୟକ୍ତି ସଫେଇ କରିଛନ୍ତି | ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଂଚଳରୁ ଗୋବିନ୍ଦ ସେବାଦଳ ସଦସ୍ୟଙ୍କ ଦ୍ୱାରା ଏହି…

ଟାଇକୋଣ୍ଡୋ ଆସୋସିଏସନ୍ ତରଫରୁ ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ

ଢେଙ୍କାନାଳ :- ଢେଙ୍କାନାଳ ସହର ମୁଖ୍ୟ ଷ୍ଟାଡିୟମ୍ ନିକଟ ଟାଇକୋଣ୍ଡୋ ଗ୍ରାଉଣ୍ଡ ଠାରେ ଟାଇକୋଣ୍ଡୋ ବେଲଟ୍ ଟେଷ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫୦ ଜଣ ପିଲା ଭାଗ ନେଇଥିଲେ । ଢେଙ୍କାନାଳ ଟାଇକୋଣ୍ଡୋ ଆସୋସିଏସନ୍ ସଂପାଦକ ସାହିର୍ ମହମ୍ମଦ ଓ ଦିଲ୍ଲୀପ ସାର୍ ଙ୍କ ଉପସ୍ଥିତି ଏବଂ କୋଚ୍ ସିଲଭି…

ବରିଷ୍ଠ ରାଜନେତା ସୂଯର୍‌ୟ ନାରାୟଣ ମହାପାତ୍ରଙ୍କ ବିୟୋଗରେ ସାମ୍ବାଦିକ ରବି ରଥଙ୍କ ଶୋକ 

ବ୍ରହ୍ମପୁର : ବିଶିଷ୍ଟ  ରାଜନେତା ସୂଯର୍‌ୟ ନାରାୟଣ ପାତ୍ରଙ୍କ ପରଲୋକରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସଭାପତି, ନବୀନର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଶୋକବର୍ାତ୍ତାରେ ଶ୍ରୀ ରଥ କହିଛନ୍ତି ଯେ ତାଙ୍କର ସମ୍ପର୍କ 1977 ମସିହାରେ…