Take a fresh look at your lifestyle.

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ : ପରଜଙ୍ଗ ଥାନା କନ୍ତୋର ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣଙ୍କ କନ୍ତୋର ଗାଁର ପ୍ରଶାନ୍ତ କୁମାର ସାହୁ । ପ୍ରଶାନ୍ତ ଘର ପାଖରେ ଥିବା କୂଅ ନିକଟରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଏକ କାର ଯୋଗେ ପରଜଙ୍ଗ…

ସରକାରୀ ଜାଗା ଜବରଦଖଲକାରୀ ଙ୍କୁ ସୁରକ୍ଷା ଦେଉଛି ଭୁବନ ତହସିଲ

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ସରକାରୀ ଜାଗା ବେଆଇନ ଭାବେ ଜବରଦଖଲ ହେଉଥିବା ବେଳେ ତହସିଲ ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ । ତହସିଲ ଅଫିସ ଠାରୁ ମାତ୍ର ୫୦ ମିଟର ଦୂର ମୁଖ୍ୟରାସ୍ତାରେ ଜବରଦଖଲ ହେଉଥିବା , ଫଟୋକପି ପ୍ରଦାନ ସତ୍ୱେ ତହସିଲଦାର…

ଜିରାଳ ଉଚ୍ଚ ବିଦ୍ୟାଳୟରେ୧୯୯୦ ମସିହା ୧୦ ମ ଶ୍ରେଣୀ ବନ୍ଧୁ ମିଳନ

ଭୁବନ: ଭୁବନ ବ୍ଲକ୍ ର ଜିରାଳ ଉଚ୍ଚ ବିଦ୍ୟାଳୟରେ ୧୯୯୦ ମସିହା ର ୧୦ ମ ଶ୍ରେଣୀ ବନ୍ଧୁ ମିଳନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଅଛି । ଉତ୍କ କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ବିପ୍ରବର୍ ସାହୁ ସଭାପତିତ୍ବ କରିଥିଲେ । ପ୍ରଥନା"ଅହେ ଦୟା ମୟ ବିଶ୍ଵ ବିହାରୀ" ପୁରାତନ ଛାତ୍ର…

ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ବିୟୋଗରେ ଶୋକସଭା,କ୍ୟାଣ୍ଡେଲ ରାଲି

ଭୁବନ: ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଗତକାଲି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଥିଲା । ଏଥି ସକାଶେ ଭୁବନ ସାମ୍ବାଦିକ ସଂଘ ତରଫରୁ ବରିଷ୍ଠ ସାମ୍ବାଦିକ ପ୍ରେମାନନ୍ଦ ମହାନ୍ତି ଙ୍କ ଆହ୍ୱାନ କ୍ରମେ ସ୍ୱର୍ଗତ ଗରିବ ଙ୍କ…

ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ବେଠିଆପାଳ ମୌଜା ୨ ନମ୍ବର ବ୍ୱାର୍ଡରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଓ ପଇସା ଚୋରି ହୋଇଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହୋଇଛି । ମଦ ଦୋକାନ ସେଲ୍ସ…

ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ଅକାଳ ବିୟୋଗ

ଭୁବନ : ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଆଜି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଛି । ସେ ଗତ କିଛି ଦିନ ହେଲା ଲିଭର ଓ କିଡନୀ ରୋଗରେ ପୀଡିତ ଥାଇ ଚିକିସôିତ ହେଉଥିଲେ । ଗତ କାଲି ରାତି ତାଙ୍କୁ କଟକ ବଡ ଡାକ୍ତରଖାନାକୁ…

ଖିଲାଫତେ ଅହମଦିୟାର ସଂକ୍ଷିପ୍ତ ପରିଚୟ

✍? ମୌଲବୀ ଶେଖ୍ ଇସହାକ୍ ଇସଲାମର ସଂସ୍ଥାପକ ପବିତ୍ର ଅବତାର ହଯରତ ମୁହମ୍ମଦ୍ ସ. ଅ. ସ. ମୁସଲମାନଙ୍କ ସମ୍ବନ୍ଧରେ ଈଶ୍ୱରଙ୍କ ନିକଟରୁ ଯେଉଁ ଭବିଷ୍ୟତବାଣୀମାନ ପ୍ରାପ୍ତ କରିଥିଲେ, ସେଥିମଧ୍ୟରୁ ଗୋଟିଏ ଏହା ଥିଲା ଯେ ଭବିଷ୍ୟତରେ ମୁସଲମାନ ମାନଙ୍କ ହୃଦୟରୁ ଧର୍ମବିଶ୍ଵାସ ଲୋପପାଇଯିବ।…

ପୁରୀ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ

ପୁରୀ : ବିଗତ ବର୍ଷ ମାନଙ୍କ ରେ ରଥଯାତ୍ରାରେ ସ୍ବେଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା। କୋଭିଡ ପରବର୍ତ୍ତୀ ଚଳିତ ରଥଯାତ୍ରା ରେ ମଧ ଅନୁରୂପ ଉଲ୍ଲେଖନୀୟ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ବୁଧବାର ଅପରାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା…

ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ରୋଜଗାର ଯୋଜନାକୁ ହଡ଼ପ କରିବାର ପ୍ରୟାସ

କାମାକ୍ଷାନଗର (ରାଜ କିଶୋର ରାଉତ): ଗତ କାଲି ଦିନରେ ମାର୍ଥାପୂର ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ସନ୍ନିକଟ ଅଞ୍ଚଳ ଖାଲି ଥିଲା ।ଅଥଚ ଆଜି ସକଳୁ ସହ ସହ ଗାଡ଼ି ମାଟି, ମୋରମ ରେ ଜାଗାଟି ପରିପୂର୍ଣ୍ଣ ହୋଇଯାଇଛି ।ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଘଟଣା ସତ୍ୟ । ଗତକାଲି ରାତି ତମାମ ତ୍ୱରିତ ବେଗରେ ମେସିନ…

ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ

ଢେଙ୍କାନାଳ: ଏହି କର୍ମଶାଳାରୁ ବେଶ୍‍ କିଛି କଥା ଶିଖିବାକୁ ମିଳିଲା । କାର୍ଟୁନ୍‍ କରିବା ପୂର୍ବରୁ ବିଷୟ କେମିତି ବାଛିବା, ତାକୁ କିପରି କାର୍ଟୁନ୍‍ର ରୂପ ଦେବା ଆଉ ଲୋକେ ବୁଝିବା ଭଳି କେମିତି ତାକୁ ବ୍ୟାଖା କରିବା ଆଦି ଅନେକ ବିଭବ ଜାଣିପାରିଲି । ଏହାସହ କାର୍ଟୁନ୍‍ ଆଙ୍କିବା ସମୟରେ କେଉଁ…