Take a fresh look at your lifestyle.

ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ, ନୂଆ -ଓ ନବୀନ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ଢେଙ୍କାନାଲ ଜିଲ୍ଲା  ଇଂଦିପୁର ସ୍ଥିତ    ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ, ନୂଆ -ଓ ନବୀନ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନ ରେ ପରିଚାଳିତ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଛି। ବିଗତ ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ପିଲାମାନଙ୍କ ମଧ୍ୟରେ କବାଡି, କ୍ରିକେଟ,…

୧୦୧ ୟୁନିଟି ରକ୍ତ ସଂଗୃହୀତ

ଢେଙ୍କାନାଳ  : ଢେଙ୍କାନାଲ ଦୁର୍ଗା ବଜାର ରାଜବାଟୀ ନିକଟରେ ଅବସ୍ଥିତ ଲାଇଫ୍ ଚେଞ୍ଜିକ୍ ନୁ୍ୟଟ୍ରିସନ୍ ତରଫରୁ ଅନୁଷ୍ଠାନ ଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ଆଇନ୍ଜୀବୀ ବିରଂଚି ନାରାୟଣ…

ମହିମା ତପୋବନ ପୀଠରେ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ

ଢେଙ୍କାନାଳ : ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ଡିସେମ୍ବର ୧୪ ଗୁରୁବାର ଦିନ କପିଳାସ ମହିମା ତପୋବନ ପୀଠରେ ଆରମ୍ଭ ହୋଇଛି । ଏହି ସମାରୋହ ମାର୍ଗଶୀର ଶୁକ୍ଲ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ସଂପୂର୍ଣ୍ଣ ହେବ ।…

ଯୋଗ ଶିବିର ଓ ସଡକ ସୁରକ୍ଷା ସଚେତନତା

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରିସ୍ଥିତ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୁଧବାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଛାତ୍ରୀଛାତ୍ର ଅଧ୍ୟାପିକ ଅଧ୍ୟାପକମାନେ…

ଗ୍ରାମୀଣ ଡାକ ସେବକମାନଙ୍କ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ

ଢେଙ୍କାନାଳ : ସର୍ବଭାରତୀୟ ସ୍ତରରେ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତି ଓ ଆହ୍ୱାନ କ୍ରମେ ଗତ ୧୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲାର ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ କରିଛନ୍ତି । ସେମାନଙ୍କର ମୁଖ୍ୟ ଦାବୀ ଗୁଡିକ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ…

ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ହୋଇଛି । କୁଞ୍ଜକାନ୍ତ ଉତ୍ତରମଧୁବନ ନିବାସୀ ଶମ୍ଭୁପ୍ରସାଦ ରଥ ବୁଧବାର ରାତି ୮.୫ ମିନିଟ୍ ସମୟରେ ଘରେ ରୋଷେଇ କରୁଥିଲେ । ଘର ମଧ୍ୟରେ ଥିବା ୩ଟି ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ…

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟରେ ‘ ନୂଆ-ଓ ‘ କ୍ରୀଡ଼ା ଉତ୍ସବ

ଢେଙ୍କାନାଳ - ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟରେ 'ନୂଆ-ଓ' ଆନୁକୂଲ୳ରେ ପୁଅ ଓ ଝିଅ ମାନଙ୍କର ଫୁଟ୍ ବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପରିଷଦର ଚେୟାରମ୍ୟାନ ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ସହ…

ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ।

ଢେଙ୍କାନାଳ  - ପାଞ୍ଚ ଦଫା ଦାବିରେ ଆଜି ସାରା ଦେଶରେ ଗ୍ରାମୀଣ ଡ଼ାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି । ସେଥିରେ ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ଡ଼ାକ ସେବକ ମାନେ ଯୋଡ଼ି ହୋଇଛନ୍ତି। ସଂଘର ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ଡ଼ାକ ଘରେ କାର୍ଯ୍ୟରତ ଡ଼ାକ…

ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ହାତୀ

ଗଁନ୍ଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଉତ୍ତର,-ପଶ୍ଚିମ କଣ ପାଚେରୀ ଭାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପଶି ପ୍ରାୟ ଅଧଘଣ୍ଟା କାଳ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ଲୋକମାନେ ପାଟି ତୁଣ୍ଡ କରିବା…

ଅନୁସୂଚିତ ଜାତି ଲୋକଙ୍କୁ ରୁଙ୍ଗଟା କମ୍ପାନୀର ଠକେଇର ତଦନ୍ତ ଦାବିରେ ବିକ୍ଷୋଭ

ଢେଙ୍କାନାଳ : ଆଜି ମେରାମଣ୍ଡଳୀ କଲୋନୀ ସାହିର ଅନୁସୂଚିତ ଜାତି (ଉପଜାତି-ପାଣ) ବର୍ଗର ଲୋକମାନଙ୍କଠାରୁ ଦୀର୍ଘ ୧୪ ବର୍ଷ ତଳୁ ଜମି ନେଇ ଆଜି ପର୍ଯ୍ୟନ୍ତ ଜମିହରା ଏହି ଲୋକମାନଙ୍କ ପରିବାରରୁ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିଯୁକ୍ତି ନ ଦେବା, ଚାକିରୀ ମାଗିଲେ ମିଥ୍ୟା ଏତଲା ଦେଇ ପୁଲିସ…