Take a fresh look at your lifestyle.

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟରେ ‘ ନୂଆ-ଓ ‘ କ୍ରୀଡ଼ା ଉତ୍ସବ

ଢେଙ୍କାନାଳ - ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟରେ 'ନୂଆ-ଓ' ଆନୁକୂଲ୳ରେ ପୁଅ ଓ ଝିଅ ମାନଙ୍କର ଫୁଟ୍ ବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପରିଷଦର ଚେୟାରମ୍ୟାନ ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ସହ…

ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ।

ଢେଙ୍କାନାଳ  - ପାଞ୍ଚ ଦଫା ଦାବିରେ ଆଜି ସାରା ଦେଶରେ ଗ୍ରାମୀଣ ଡ଼ାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି । ସେଥିରେ ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ଡ଼ାକ ସେବକ ମାନେ ଯୋଡ଼ି ହୋଇଛନ୍ତି। ସଂଘର ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ଡ଼ାକ ଘରେ କାର୍ଯ୍ୟରତ ଡ଼ାକ…

ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ହାତୀ

ଗଁନ୍ଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଉତ୍ତର,-ପଶ୍ଚିମ କଣ ପାଚେରୀ ଭାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପଶି ପ୍ରାୟ ଅଧଘଣ୍ଟା କାଳ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ଲୋକମାନେ ପାଟି ତୁଣ୍ଡ କରିବା…

ଅନୁସୂଚିତ ଜାତି ଲୋକଙ୍କୁ ରୁଙ୍ଗଟା କମ୍ପାନୀର ଠକେଇର ତଦନ୍ତ ଦାବିରେ ବିକ୍ଷୋଭ

ଢେଙ୍କାନାଳ : ଆଜି ମେରାମଣ୍ଡଳୀ କଲୋନୀ ସାହିର ଅନୁସୂଚିତ ଜାତି (ଉପଜାତି-ପାଣ) ବର୍ଗର ଲୋକମାନଙ୍କଠାରୁ ଦୀର୍ଘ ୧୪ ବର୍ଷ ତଳୁ ଜମି ନେଇ ଆଜି ପର୍ଯ୍ୟନ୍ତ ଜମିହରା ଏହି ଲୋକମାନଙ୍କ ପରିବାରରୁ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିଯୁକ୍ତି ନ ଦେବା, ଚାକିରୀ ମାଗିଲେ ମିଥ୍ୟା ଏତଲା ଦେଇ ପୁଲିସ…

ହାତୀ ଆକ୍ରମଣ ରେ ଜଣେ ଗୁରୁତର

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଷଡ଼ଙ୍ଗୀ ବନାଞ୍ଚଳ ଆକୃଦା ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲୀ ହାତୀ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି ଆହତ ବ୍ୟକ୍ତି ହେଲେ ଆକୃଦା ଗ୍ରାମର କାଳନ୍ଦୀ ପ୍ରଧାନ ଓରଫ୍ କାଳିଆ ବୟସ ୬୦ ସୁଚନା ଅନୂଯାଇ କାଳନ୍ଦୀ ନିଜ ବାରିପଟକୁ ସୈଚ କାର୍ଯ୍ୟ ପାଇଁ…

କୋଣାର୍କ ଉତ୍ସବ ଅବସରରେ ଝୋଟି ଚିତା କାର୍ଯ୍ୟକ୍ରମ

କୋଣାର୍କ - ରାଜୀବ ଗାନ୍ଧୀ ସୋସିଆଲ ଓ୍ବଲଫର ଅର୍ଗାନାଇଜେସନ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ଉତ୍ସବ ଅବସରରେ ଝୋଟି ଚିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପାରମ୍ପାରିକ କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁଁ ଆୟୋଜକଙ୍କ ପକ୍ଷରୁ ଏହି ପ୍ରୟାସ…

ଦଳଗତ ଉଦ୍ୟମରେ ହିଁ ଅନୁଷ୍ଠାନ ଆଗକୁ ବଢିବ

ଢେଙ୍କାନାଳ ମାଇକ୍ରୋମିଡିଆ ସାଂସ୍କୃତିକ ଅନୁଷ୍ଠାନର ୨୧ତମ ବାର୍ଷିକ ଉତ୍ସବ ଅବସରରେ ୫ମ କପିଳାସ ମହୋତ୍ସବର ଦ୍ୱିତୀୟ ଦିବସ ରବିବାର ସନ୍ଧ୍ୟାରେ ସ୍ଥାନିୟ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ପି ମହେଶ ସାହୁ କହିଲେ ଯେ, ଯେଉଁ ସାଂସ୍କୃତିକ…

ମହୋତ୍ସବ କଳା ସଂସ୍କୃତି କୁ “ଉଜ୍ଜୀବିତ ରଖିବା ସହ ଭାଇଚାରା ସୃଷ୍ଟି କରିଥାଏ “

ଭୁବନ : ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ଙ୍କ ପବିତ୍ର ପୀଠ ରେ ପ୍ରଥମ ଥର ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଥିବା ଭୁବନ ବୁଦ୍ଧେଶ୍ଵର ମହୋତ୍ସବ ର ସୋମବାର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ…

କାମାକ୍ଷାନଗର ରେ ସମ୍ବିଧାନ ଦିବସ ପାଳିତ

ଢ଼େଙ୍କାନାଳ ୨୬/୧୧- ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗଡଜାତ ଭବନରେ ଆଜି ଭାରତୀୟ ସମ୍ବିଧାନ ଦିବସ, ଡ଼ଃ ବି ଆର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ କାମାକ୍ଷାନଗର ଓ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଓଡିଶା ତରଫରୁ  ପାଳିତ ହୋଇଯାଇଛି। ସଙ୍ଘ ତରଫରୁ ସମ୍ବିଧାନ ସଚେତନତା ପାଇଁ…

କପିଳାସ ମହୋତ୍ସବ ୨୦୨୩ ଉଦଘାଟିତ

ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୧ବର୍ଷ ପୂର୍ତ୍ତି ଅବସରରେ ୫ମ କପିଳାସ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଅତିଥିମାନଙ୍କ ଦ୍ୱାରା ମଶାଲରେ ଅଗ୍ନି ସଂଯୋଗ କରିଥିଲେ, ପରେ ମନ୍ଦିର ବେଢ଼ା ପରିକ୍ରମା…