Take a fresh look at your lifestyle.

ଚାଷୀ କୁଳ ହତାଶ,ଚାଷୀ ଦୁଃଖ ବୁଝିବ କିଏ , ଦୁଇଟି ପାଣି ମଟର ଚୋରି

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଗ୍ରାମ ର ୦୧ ନମ୍ବର ମା ମଙ୍ଗଳା ପାଣି ପଞ୍ଚାୟତ ଏବଂ ୦୩ ନମ୍ବର ଶ୍ରୀ ରାମ ପାଣି ପଞ୍ଚାୟତ ରେ ପୁଣି ରାତିରେ କୋହି ଦୁର୍ବୁତ ୨ଟି ପାଣି ମଟର ଚୋରୀ କରୀ ନେଇଥିବା ଜଣl ପଡିଛି ତା ସହିତ ଏକ ସୋଲାର ମେସିନ୍ ଚୋରୀ ହୋଇଥିବା ଜଣା ପଡିଛି l ଘଟଣା ଋ ପ୍ରକାଶ ଜେ…

କୋଣାର୍କ ଥାନାରେ ଶିଥିଳତାର ଘନ କୁହୁଡି ୪ ​ମାସ ପରେ ବି ଏତଲା ହେଉନି ପଞ୍ଜୀକରଣ

କୋଣାର୍କ : ଶାଶନ ବ୍ୟବସ୍ତାରେ ଜନ ସାଧାରଣ କିପରି ସହଜ  ଓ ସୁବିଧା ରେ ସବୁ ସ୍ତରରେ ନିଜର କାର୍ଯ୍ୟ କରି ପାରିବେ ସେଥି ପାଇଁ  ସରକାର ୫ଟି ର ବ୍ୟବସ୍ତା କରିଛନ୍ତି  ହେଲେ     କୋଣାର୍କ ଥାନାରେ ଦେଖା ଦେଇଛି  ଶିଥିଳତାର ଘନ କୁହୁଡି ଯେଉଁଠି ଦୀର୍ଘ  ୪ ​ମାସ ପରେ ବି ଏତଲା ହେଉନି ପଞ୍ଜୀକରଣ…

ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

ଗଁଦିଆ  : ଗଁଦିଆ ବ୍ଲକ ର ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ 18ତାରିଖ ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ବ୍ଲକ ସ୍ତରୀୟ ମାଧ୍ୟମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି| ଉକ୍ତ ଉତ୍ସବ କୁ ଗଁଦିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଂଘର ବ୍ଲକ ସଭାପତି ମୁରଲୀ ଧର ସାହୁ…

କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ -ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଗଁଦିଆ  ; ରାଜ୍ୟ ସରକାରଙ୍କ ଆୟୋଜିତ ନୂଆ -ଓ -ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଗଁଦିଆ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ନଭେମ୍ବର ମାସ 25ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧକ୍ଷ ବୀରକିଶୋର ଦତ୍ତ ଉଦଘାଟନ କରିଥିଲେ [ ଏହି ଅବସରରେ …

ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ, ନୂଆ -ଓ ନବୀନ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ଢେଙ୍କାନାଲ ଜିଲ୍ଲା  ଇଂଦିପୁର ସ୍ଥିତ    ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ, ନୂଆ -ଓ ନବୀନ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନ ରେ ପରିଚାଳିତ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଛି। ବିଗତ ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ପିଲାମାନଙ୍କ ମଧ୍ୟରେ କବାଡି, କ୍ରିକେଟ,…

୧୦୧ ୟୁନିଟି ରକ୍ତ ସଂଗୃହୀତ

ଢେଙ୍କାନାଳ  : ଢେଙ୍କାନାଲ ଦୁର୍ଗା ବଜାର ରାଜବାଟୀ ନିକଟରେ ଅବସ୍ଥିତ ଲାଇଫ୍ ଚେଞ୍ଜିକ୍ ନୁ୍ୟଟ୍ରିସନ୍ ତରଫରୁ ଅନୁଷ୍ଠାନ ଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ଆଇନ୍ଜୀବୀ ବିରଂଚି ନାରାୟଣ…

ମହିମା ତପୋବନ ପୀଠରେ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ

ଢେଙ୍କାନାଳ : ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ଡିସେମ୍ବର ୧୪ ଗୁରୁବାର ଦିନ କପିଳାସ ମହିମା ତପୋବନ ପୀଠରେ ଆରମ୍ଭ ହୋଇଛି । ଏହି ସମାରୋହ ମାର୍ଗଶୀର ଶୁକ୍ଲ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ସଂପୂର୍ଣ୍ଣ ହେବ ।…

ଯୋଗ ଶିବିର ଓ ସଡକ ସୁରକ୍ଷା ସଚେତନତା

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରିସ୍ଥିତ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୁଧବାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଛାତ୍ରୀଛାତ୍ର ଅଧ୍ୟାପିକ ଅଧ୍ୟାପକମାନେ…

ଗ୍ରାମୀଣ ଡାକ ସେବକମାନଙ୍କ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ

ଢେଙ୍କାନାଳ : ସର୍ବଭାରତୀୟ ସ୍ତରରେ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତି ଓ ଆହ୍ୱାନ କ୍ରମେ ଗତ ୧୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲାର ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ କରିଛନ୍ତି । ସେମାନଙ୍କର ମୁଖ୍ୟ ଦାବୀ ଗୁଡିକ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ…

ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ହୋଇଛି । କୁଞ୍ଜକାନ୍ତ ଉତ୍ତରମଧୁବନ ନିବାସୀ ଶମ୍ଭୁପ୍ରସାଦ ରଥ ବୁଧବାର ରାତି ୮.୫ ମିନିଟ୍ ସମୟରେ ଘରେ ରୋଷେଇ କରୁଥିଲେ । ଘର ମଧ୍ୟରେ ଥିବା ୩ଟି ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ…