Take a fresh look at your lifestyle.

ଓଡ଼ପଡ଼ା ସରସ୍ଵତି ଶିଶୁ ବିଦ୍ୟା ମନ୍ଦିର ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଓଡ଼ାପଡ଼ା ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗନରେ ଚତୃପଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟଳ ର ପ୍ରଧାନ ଆଚାର୍ଯ୍ୟ ଦୃଗଚରଣ ରାଉତ ବୃକ୍ଷ ର ମହାତ୍ମା ବିଷୟରେ ଯଥା ପରିବେଶ ସୁରକ୍ଷା, ବିଶୁଦ୍ଧ ବାୟୁ ପ୍ରାପ୍ତ , ଅମ୍ଳଜାନ ପ୍ରାପ୍ତ ସୁ ବୃଷ୍ଟି ପାତ ସମ୍ବନ୍ଧରେ ଛାତ୍ର…

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ଶିବିର ତା୧୮.୦୭.୨୦୨୩ ରିଖ ଓ ୧୯.୦୭.୨୦୨୩ରିଖ ଦୁଇ ଦିନ ଧରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ…

ଗୁଣ୍ଡିଚାପଡ଼ା ମସଜିଦ ତୌହିଦ୍ ଠାରେ ପବିତ୍ର କୁରଆନ ସପ୍ତାହ ପାଳନ

ଓଡ଼ାପଡ଼ା : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ମସଜିଦ ତୌହିଦ୍ ଠାରେ ଅହମଦିୟା ମହିଳା ସଂଗଠନ (ଲଜନା ଇମାଇଲ୍ଲାହ୍) ଆନୁକୁଲ୍ୟରେ ୧୩ ଠାରୁ ୧୯ ଜୁଲାଇ ମଧ୍ୟରେ ପବିତ୍ର କୁରଆନ ସପ୍ତାହ ଉଦଯାପିତ ହୋଇଯାଇଛି।ଏହି ଶ୍ରେଣୀରେ ମହିଳା ମାନଙ୍କୁ ପବିତ୍ର କୁରଆନକୁ ଉଚିତ ଉଚ୍ଚାରଣ ସହ ପଢ଼ିବା ପାଇଁ ଶିକ୍ଷା…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭…

ଦେଶୀ ମଦ ଶହ ଜଣେ ଗିରଫ ବାଇକ ଜବତ

ଢେଙ୍କାନାଳ  : ଗତକାଲି ରାତ୍ରିରେ ବେଆଇନ ଭାବରେ ଦେଶୀ ମଦ ଚୋରାରେ ଆଣୁଥିବା ଜଣେ ମଦ ବେପାରୀକୁ ଗଁଦିଆ ପୋଲିସ ଗିରଫ କରିଛି I ପୋଲିସ ତାଙ୍କ ଠାରୁ ଏକ ହିରୋ ଗ୍ଲାମର ବାଇକ ଜବତ କରିଛି ଓ 60ଲିଟର ଦେଶୀ ମଦ ଧରିଥିବା ପ୍ରକାଶ I ସୁଚନା ଅନୁସାରେ ,ଭୁବନ ଥାନା ଅନ୍ତର୍ଗତ କାଞ୍ଚନବାହାଳି…

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ବୋରାପଦାଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଓ ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ…

କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ସିଦ୍ଧ ବଳରାମଜୀଉଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ ବସ୍ତ୍ର, ବିଭିନ୍ନ ଫୁଲ ଓ ତୁଳସୀ ହାର ଲାଗି କରାଯାଇଥିଲା।…

ନାଲକୋ ର ମେକାନାଇଜଡ୍ସୋଇନଗଟର ବଜାର ପ୍ରବେଶ

ଭୁବନେଶ୍ଵର:ନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ଏହାର ପ୍ରଡକ୍ଟ ପୋର୍ଟଫୋଲିଓ କୁ ଅଧିକ ମଜବୁତଓ ସୁବିସ୍ତୃତ କରିବା ଜାରି ରଖିଅଛି। ଅତୀତରେ“ସ୍ୱତନ୍ତ୍ରଗୁଣଯୁକ୍ତମେକାନାଇଜଡ୍ସୋଇନଗଟର”ସଫଳପରୀକ୍ଷଣପରେ, କମ୍ପାନୀ ଘରୋଇ ନାଲକୋ ର ଅନଗୁଳ ସ୍ଥିତ ସ୍ମେଲ୍ଟର…

ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ଅନୁଷ୍ଠିତ

ଗଁଦିଆ: ଗଁଦିଆ ବ୍ଲକର ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ମାଧପୁର ଶିବ ମନ୍ଦିର ଠାରେ ସଂଘର ବରିଷ୍ଠ ଉପଦେଷ୍ଟା ଭିକାରିଚରଣ ସେନାପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ସଂଘର ସମ୍ପାଦକ ଅନିଲ ରାଉତ ସଂଘର ବାର୍ଷିକ ବିବରଣୀ ପଠନ କରିଥିଲେ I ଅନୁଷ୍ଠାନ ର ସଭାପତି…

ବାପ ପୁଅଙ୍କୁ ଅପହରଣ, ୨ ଲକ୍ଷ ଦାବି

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ଗଦାଶିଳା ଗ୍ରାମରୁ ମାରଣାସ୍ତ୍ର ଦେଖାଇ ବାପ ପୁଅଙ୍କୁ ଅପହରଣ କରାଯାଇଛି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ୨ ଲକ୍ଷ ଦାବି କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ବାପପୁଅଙ୍କୁ ଉଦ୍ଧାର…