Take a fresh look at your lifestyle.

ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ରେ ବୃକ୍ଷରୋପଣ

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ କାଇମାଟି ହାଇସ୍କୁଲ ଠାରେ ମିତାଞ୍ଜଳି ସେବାସଂଘ ସହଯୋଗରେ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇ ଯାଇଅଛି। ମୁଖ୍ୟ…

୮ମ ସ୍ୱପ୍ନେଶ୍ୱର ମହୋତ୍ସବ ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଶାଶ୍ୱତ କଳାପରିଷଦ ପକ୍ଷରୁ ୮ମ ସ୍ୱପ୍ନେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି. ସୌରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ…

ମରାମତି ଅଭାବରୁ ରାସ୍ତା ଶୋଚନୀୟ :ପ୍ରତିବାଦରେ ଗ୍ରାମବାସୀଙ୍କ ଝାରଗାଡିଆ-ବଉଳପୁର ରାସ୍ତା ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝାରଗାଡିଆଠାରୁ ବଉଳପୁରକୁ ସଂଯୋଗ କରୁଥିବା ୩ କିଲୋମିଟର ରାସ୍ତା ମରାମତି ଅଭାବରୁ ଅତି ଶୋଚନୀୟ ହୋଇପଡିଛି । ରାସ୍ତାସାରା ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି । ବର୍ଷା ହେଲେ ରାସ୍ତା ଆହୁରି କଦର୍ଯ୍ୟ ହୋଇପଡୁଛି । ରାସ୍ତାରେ ଆଣ୍ଠୁଏ ଲେଖାଏଁ…

ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ଙ୍କ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଦିବସୀୟ ସଚେତନତା ଶିବିର

ଢେଙ୍କାନାଳ : ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଗଁଦିଆ ବ୍ଳକ ର ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜୁଲାଇ ମାସ ସତେଇଶି ତାରିଖ ପୂର୍ବାହ୍ନ ରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୩ର ଭାର ଉତ୍ତୋଳନରେ ବିରଳ ସ୍ଵର୍ଣ୍ଣପଦକ ହାସଲ

ଢେଙ୍କାନାଳ :  ଢେଙ୍କାନାଳର ଚଳିତ ବର୍ଷର ପ୍ରାକ୍ତନ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଉତ୍ତରପ୍ରଦେଶ ଗ୍ରେଟ୍ ର ନୋଇଡା ଠାରେ ଜୁଲାଇ ମାସ ୧୧ ରୁ ୧୬ ତାରିଖ…

କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ  ପିଏମ କିଷାନ ସମ୍ମାନ ସମ୍ମେଳନ

ଢେଙ୍କାନାଳ : ମହିଷାପାଟ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ହସ୍ତାନ୍ତରଣ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ  ପିଏମ କିଷାନ ସମ୍ମାନ ସମ୍ମେଳନ ର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର 50 ରୁ ଉର୍ଦ୍ଧ ଚାଷୀ ଭାଇ ଓ ଭଉଣୀ ଯୋଗ ଦେଇଥିଲେ |…

ବୁଲା ଗାଈ ଓ ଷଣ୍ଢ ଙ୍କ ଉପଦ୍ରବ ରେ ସାଧାରଣ ନାଗରିକ ହନ୍ତସନ୍ତ

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ବସ୍ ଷ୍ଟାଣ୍ଡରେ ମାଳ ମାଳ ଗାଈ ବଳଦ ଓ ଷଣ୍ଢ ଉପଦ୍ରବ କରୁଛନ୍ତି। ଲୋକେ କ୍ଷୀର ପାଇଁ ଘରେ ଗାଈ ପାଳୁଛନ୍ତି ହେଲେ ଗାଈ କ୍ଷୀର ଦେବା ବନ୍ଦ କରିଦେଲେ ଗାଈ ବେକରୁ ପଘା ଖୋଲି ଦେଉଛନ୍ତି । ସେଥ‌ିପାଇଁ ବିଭିନ୍ନ ସ୍ଥାନରେ ଓ ରାସ୍ତା…

ପୁସ୍ତକ ଉନ୍ମୋଚନ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଶ୍ରୀରାମ ମଣ୍ଡପ ଠାରେ ସ୍ୱସ୍ତିକା ପ୍ରକାଶନୀ ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କବି ଅବନୀ ମିଶ୍ର ଙ୍କ କବିତା ସଙ୍କଳନ ବିଶ୍ଵାସର ରାତି ଟିଏ, କବି ମନୋରମା ସିଂହ ଙ୍କର ସମିଧ ମନୋଯଜ୍ଞର, ଏବଂ କବି ବିପିନି ବିହାରୀ ଖୁଣ୍ଟିଆ ଙ୍କ…

ମହିମା ଭକ୍ତଙ୍କ ପରଲୋକ

aଢେଙ୍କାନାଳ : ମହିମା ଧର୍ମର ବିଶିଷ୍ଟ ଭକ୍ତ ତଥା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମପଞ୍ଚାୟତ ଖଣ୍ଡିଆବନ୍ଧ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ମାଧବ ରାଉତଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଛି । ସେ ବାଲ୍ୟବସ୍ଥାରୁ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ମହିମା ଧର୍ମରେ ଦିକ୍ଷୀତ ହୋଇଥିଲେ । ଜୀବନର…

ଲଗାଣ ବର୍ଷାରେ ଆରଡି ରାସ୍ତା ଧସିଲା; ବେଲଟିକିରି ଓ ନାଗିଆପଶି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଓ ନାଗିଆପଶି ଗ୍ରାମପଞ୍ଚାୟତ ମଧ୍ୟରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ରାସ୍ତା ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବେଲଟିକିରି ଓ ନାଗିଆପଶି ପଞ୍ଚାୟତ ମଧ୍ୟରେ ଏହି ରାସ୍ତାର ଦୁରତ୍ୱ ୩…