Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟା ଶ୍ରୀମତୀ ସଞ୍ଜୁକ୍ତା ଜେନା, ତା. ୩୧.୦୭.୨୦୨୩ରିଖ ଦିନ ଚାକିରି ରୁ ସେବାନିବୃତ ହୋଇଅଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ଵରେଥିବା…

ଡଉଁରୀ ନାଳ ବନ୍ୟାରେ ବହୁ ଚାଷଜମି ଜଳମଗ୍ନ

ଢେଙ୍କାନାଳ : ଲଘୁଚାପ ଜନିତ ପ୍ରବଳ ବର୍ଷା ରେ ଯୋରନ୍ଦା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରାହ୍ଣଣୀ ନଦୀରେ ମିଶିଥିବା ଡଉଁରୀ ନାଳରେ ପ୍ରଥମ କରି ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ବନ୍ୟାଜଳରେ ବହୁଚାଷ ଜମି ଜଳମଗ୍ନ ହୋଇଛି । ବାଇଁସିଆ- କଙ୍କା ଗ୍ରାମ କୁ ସଂଯୋଗ…

ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କା କୁ ବୃଦ୍ଧି

ପୁରୀ : ପୁରୀ ସ୍ଵର୍ଗଦ୍ଵାର କୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି।ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର…

ଶ୍ରେଣୀ କକ୍ଷ କୁ ପାଛୋଟି ନେଲେ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ

ଢେଙ୍କାନାଳ : ଇନ୍ଦିପୁରସ୍ଥିତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଛାତ୍ରୀ ଛାତ୍ର ମାନଙ୍କୁ ଦ୍ୱିତୀୟ ବର୍ଷ ର ଉଭୟ କଳା ଓ ବିଜ୍ଞାନ ବିଭାଗ ର ଛାତ୍ରୀ ଛାତ୍ର ମାନେ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ବିଦ୍ୟାଳୟ ର ମୁଖ୍ୟ ଦ୍ଵାର ଠାରୁ ଆରମ୍ଭ କରି ସେ ମାନଂକ ପାଇଁ ଆୟୋଜିତ…

ମାତୃଭବନ ଉଚ୍ଚ ବିଦ୍ୟାଳୟର ସଫଳତା

ଢେଙ୍କାନାଳ  : ସଦର ବ୍ଲକ୍ ର ବାରଦା ପଂଚାୟତ ଅନ୍ତର୍ଗତ ମାତୃଭବନ ଉଚ୍ଚ ବିଦ୍ୟାଳୟର ଛାତ୍ର ବିରୁପାକ୍ଷ ନନ୍ଦ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୪ତମ ସ୍ଥାନରେ କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବ ଆଣିଦେଇଛନ୍ତି । ସେ ବଡଧଳପୁର ଗ୍ରାମର ସଦର ବ୍ଲକ୍ ଅନ୍ତର୍ଗତ ବାରଦାସ୍ଥିତ ମାତୃଭବନ…

ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଢେଙ୍କାନାଳ : ଗଁଦିଆ ପ୍ରେସ କ୍ଲବ ର ସଭାପତି ତଥା ଦୈନିକ ଖବର କାଗଜର ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର କୁମାର ସାହୁଙ୍କ ଧର୍ମପତ୍ନୀ ପ୍ରତିମା ସାହୁଙ୍କର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲ ରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ…

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅରବିନ୍ଦ, ବିଜୟାନନ୍ଦ ଙ୍କ କୃତୀତ୍ୱ

ଢେଙ୍କାନାଳ : ସୋମବାର ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ପଞ୍ଚାୟତ ଶଙ୍କରପୁର ଗ୍ରାମର ଅରବିନ୍ଦ ହାତୀ ଏବଂ ବିଜୟାନନ୍ଦ ମଲ୍ଲିକଙ୍କ  ସଫଳତା ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅରବିନ୍ଦ ୩୭୮ ଓ ବିଜୟାନନ୍ଦ ୩୯୦…

ଭୟଙ୍କର ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଂଚାଅ ଅଭିଯାନ’ ତରଫରୁ ବିକ୍ଷୋଭ

 ଢେଙ୍କାନାଳ :  ଢେଙ୍କାନାଳ ସମୃତି ଦେଶରେ ‘‘ଭୟଙ୍କର ଦରବୃଦ୍ଧି, ଜନ ଜୀବନକୁ ବିପର୍ଯ୍ୟସ୍ତ କରିଛି । ତା ସହିତ ଦିର୍ଘ ତିନିମାସ ଧରି ମଣିପୁରରେ ଲାଗି ରହିଥୁବା ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ଦେଇ ମହିଳାମାନଙ୍କ ଉପରେ ଯେଉଁ ବର୍ବରତା ବୃଦ୍ଧି ପାଇଛି, ତାହା ଦେଶବାସୀଙ୍କ ସମ୍ମାନ ଦେଶ…

ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ : ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଗଁଦିଆ ସ୍ମୃତି ସଂସଦ ର ଆନୁଷ୍ଠାନିକ ବୈଠକ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ଶ୍ରେଣୀ କକ୍ଷରେ ଜୁଲାଇ ମାସ ଅଣତିରିଶି ତାରିଖ ଶନିବାର ଦିନ…

ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ରେ ବୃକ୍ଷରୋପଣ

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ କାଇମାଟି ହାଇସ୍କୁଲ ଠାରେ ମିତାଞ୍ଜଳି ସେବାସଂଘ ସହଯୋଗରେ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇ ଯାଇଅଛି। ମୁଖ୍ୟ…