Take a fresh look at your lifestyle.

ଆମେଚର ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଏକାଦଶ ବାର୍ଷିକ କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବ

ଢେଙ୍କାନାଳ : ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ପରିସରରେ ଆମେଚର ତାଇକୋଣ୍ଡା ଆସୋସିଏସନ ଏବଂ ଗୁରୁଦେବଜୀ ଗୁରୁକୁଳ ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ ସାମରିକ କଳା ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର…

ନ୍ୟୁୟର୍କ ରୋଚେଷ୍ଟର ବିଶ୍ଵବିଦ୍ୟାଳୟ ର ଛାତ୍ରୀ ନୃତ୍ୟ ଶିଖିଲେ

ଢେଙ୍କାନାଳ : ସୁଦୂର ଆମେରିକାସ୍ଥିତ ନ୍ୟୁୟର୍କ ରୋଚେଷ୍ଟର ବିଶ୍ଵବିଦ୍ୟାଳୟ ର ଛାତ୍ରୀ ମାନେ ଢେଙ୍କାନାଳ ସହର ସ୍ଥିତ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପରିଦର୍ଶନ କରିଛନ୍ତି।ଏହି ଅବସର ରେ ଆସିଥିବା ଛାତ୍ରୀ, ବର୍ଷା ରମେଶ, ପ୍ରୀତଲ ପ୍ରଭୁ, ନିଷ୍ଟା ନନ୍ଦଉମର, ବିଶ୍ଵ ଶୁକ୍ଲା, କେଭିନ ଜେଙ୍ଗ, ଲରେନ…

ନୂତନ ଅତିରିକ୍ତ ଜିଲପାଳ ଙ୍କ ଯୋଗଦାନ

ଢେଙ୍କାନାଳ ସଦର :  ଢେଙ୍କାନାଳ ର ନୂତନ ଅତିରିକ୍ତ ଜିଲପାଳ (ରାଜସ୍ୱ)ଭାବେ ଲଲିତ କୁମାର ବେହେରା ସୋମବାର ଯୋଗଦାନ କରିଛନ୍ତି I ଶ୍ରୀ ବେହେରା ଏଥି ପୂର୍ବ ରୁ ଅନୁଗୁଳ ଜିଲା ପରିଷଦ ର ମୁଖ୍ୟ ଉର୍ନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ I ଏଠାରେ ଥିବା ଅତିରିକ୍ତ…

ମହିମା ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ ସଦର : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟା ସଞ୍ଜୁକ୍ତା ଜେନା ଚାକିରି ରୁ ସେବାନିବୃତ ହୋଇଅଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ଵରେଥିବା ପ୍ରଦୀପ୍ତ କୁମାର ଦାସ ସଭାପତିତ୍ଵ କରିବା ସହିତ…

ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ନନ୍ଦିନୀ ଦେବୀଙ୍କୁ ଭାବଭିନ୍ନ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ସଦର : ଢେଙ୍କାନାଳ ସହରସ୍ଥିତ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ନନ୍ଦିନୀ ଦେବୀଙ୍କ ପୂର୍ଣ୍ଣାବୟବ ପ୍ରତିକୃତିରେ ଆଜି ଶୁକ୍ରବାର ମଧ୍ୟାହ୍ନରେ ବିଶିଷ୍ଟ ଅତିଥି ବୃନ୍ଦ ମାଲ୍ୟାର୍ପଣ କରିବା ପରେ ସ୍ୱର୍ଗତା ଶତପଥୀଙ୍କୁ ଭାବଭିନ୍ନ ଶ୍ରଦ୍ଧାଞ୍ଜଳି…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’’

ଢେଙ୍କାନାଳ ସଦର : ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ସରକାରଙ୍କର କାର୍ଯ୍ୟକ୍ରମ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’ ଅନୁଯାୟୀ ବଂଟନ କରାଯାଇଥିବା ହାଉସ୍ ଡ୍ରେସ୍ ପରିଧାନ କରିଥିଲେ । ଛାତ୍ରଛାତ୍ରୀମାନେ ୪ଟି…

ହାର ମାନିଛି ଭିନ୍ନକ୍ଷମତା : ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଅଶ୍ରୁମୋଚନ

ଢେଙ୍କାନାଳ ସଦର : ଭିନ୍ନକ୍ଷମତା ହାର ମାନିଛି ଅଶ୍ରୁମୋଚନ ଙ୍କ ନିକଟରେ I ଦୃଢ ମନୋବଳ ଓ ଇଛାଶକ୍ତି ବଳରେ ସଫଳତା ପାଇ ଡାକ୍ତରୀ ପାଠ ପଢିବାକୁ ସକ୍ଷମ ହୋଇଛନ୍ତି ଭିନ୍ନକ୍ଷମ ଛାତ୍ର ଅଶ୍ରୁମୋଚନ । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ପଞ୍ଚାଯତ ଆମ୍ବପଡା ଗ୍ରାମର ବିଜୟ କୁମାର ନାୟକ ଓ ମାତା…

ଚାଉଳିଆ ଖମାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

ଢେଙ୍କାନାଳ : ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ସ୍ମୃତି ଉଦ୍ଦେଶ୍ଯରେ ବିଜ୍ଞାନ ସପ୍ତାହ 26.07.23 ଠାରୁ 02.08.2023 ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ…

କୃଷି ବିଭାଗ ର ଜିଲ୍ଲା ସ୍ତରୀୟ କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି

ଢେଙ୍କାନାଳ : କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ଜିଲ୍ଲାପାଳ ,ଢେଙ୍କାନାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ କୃଷି ବିଭାଗ ର ଜିଲ୍ଲା ସ୍ତରୀୟ କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବୃହତ ଉଠା ଜଳସେଚନ ଅଞ୍ଚଳରେ ଫସଲ ବିବିଧକରଣ ଉପରେ ଆଲୋଚନା କରାଯାଇଥିଲା l…

ବ୍ରାହ୍ମଣୀ-ବଡଜୋରା ବନ୍ୟା ରେ ଫସିଲେ ଦୁଇ ଯୁବକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ନୁଆପଡା ଗ୍ରାମ ନିକଟରେ ଫସିଗଲେ ଦୁଇ ଯୁବକ। ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଦୁଇ ଯୁବକ ଏକ ପମ୍ପ ହାଉସ ରେ ରାତି ଜଗିବାକୁ ଯାଇଥିଲେ , ମାତ୍ର ବନ୍ୟା ପଣି ଆସିଯିବାରୁ ସକାଳ ବେଳ କୁ ପଣି ଘେର ଭିତରେ ରହି ଯାଇଥିଲେ I…