Take a fresh look at your lifestyle.

ଦେଶୀ ମଦ ଶହ ଜଣେ ଗିରଫ ବାଇକ ଜବତ

ଢେଙ୍କାନାଳ  : ଗତକାଲି ରାତ୍ରିରେ ବେଆଇନ ଭାବରେ ଦେଶୀ ମଦ ଚୋରାରେ ଆଣୁଥିବା ଜଣେ ମଦ ବେପାରୀକୁ ଗଁଦିଆ ପୋଲିସ ଗିରଫ କରିଛି I ପୋଲିସ ତାଙ୍କ ଠାରୁ ଏକ ହିରୋ ଗ୍ଲାମର ବାଇକ ଜବତ କରିଛି ଓ 60ଲିଟର ଦେଶୀ ମଦ ଧରିଥିବା ପ୍ରକାଶ I ସୁଚନା ଅନୁସାରେ ,ଭୁବନ ଥାନା ଅନ୍ତର୍ଗତ କାଞ୍ଚନବାହାଳି…

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ବୋରାପଦାଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଓ ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ…

କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ସିଦ୍ଧ ବଳରାମଜୀଉଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ ବସ୍ତ୍ର, ବିଭିନ୍ନ ଫୁଲ ଓ ତୁଳସୀ ହାର ଲାଗି କରାଯାଇଥିଲା।…

ନାଲକୋ ର ମେକାନାଇଜଡ୍ସୋଇନଗଟର ବଜାର ପ୍ରବେଶ

ଭୁବନେଶ୍ଵର:ନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ଏହାର ପ୍ରଡକ୍ଟ ପୋର୍ଟଫୋଲିଓ କୁ ଅଧିକ ମଜବୁତଓ ସୁବିସ୍ତୃତ କରିବା ଜାରି ରଖିଅଛି। ଅତୀତରେ“ସ୍ୱତନ୍ତ୍ରଗୁଣଯୁକ୍ତମେକାନାଇଜଡ୍ସୋଇନଗଟର”ସଫଳପରୀକ୍ଷଣପରେ, କମ୍ପାନୀ ଘରୋଇ ନାଲକୋ ର ଅନଗୁଳ ସ୍ଥିତ ସ୍ମେଲ୍ଟର…

ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ଅନୁଷ୍ଠିତ

ଗଁଦିଆ: ଗଁଦିଆ ବ୍ଲକର ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ମାଧପୁର ଶିବ ମନ୍ଦିର ଠାରେ ସଂଘର ବରିଷ୍ଠ ଉପଦେଷ୍ଟା ଭିକାରିଚରଣ ସେନାପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ସଂଘର ସମ୍ପାଦକ ଅନିଲ ରାଉତ ସଂଘର ବାର୍ଷିକ ବିବରଣୀ ପଠନ କରିଥିଲେ I ଅନୁଷ୍ଠାନ ର ସଭାପତି…

ବାପ ପୁଅଙ୍କୁ ଅପହରଣ, ୨ ଲକ୍ଷ ଦାବି

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ଗଦାଶିଳା ଗ୍ରାମରୁ ମାରଣାସ୍ତ୍ର ଦେଖାଇ ବାପ ପୁଅଙ୍କୁ ଅପହରଣ କରାଯାଇଛି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ୨ ଲକ୍ଷ ଦାବି କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ବାପପୁଅଙ୍କୁ ଉଦ୍ଧାର…

କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ରେ ସିଦ୍ଧ ବଳରାମଜୀଉଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ ବସ୍ତ୍ର, ବିଭିନ୍ନ ଫୁଲ ଓ ତୁଳସୀ ହାର ଲାଗି କରାଯାଇଥିଲା।…

ଓଡ଼ପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କର୍ମଶାଳା

ଢେଙ୍କାନାଳ :  ଓଡ଼ପଡ଼ା ଠାରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସମ୍ପାଦିକା ବନଲତା ମହାପାତ୍ର ମା ସାରଦା ଙ୍କ ନିକଟ ରେ ଦ୍ଵିପ ପ୍ରଜ୍ବଳନ ପୂର୍ବକ ଜ୍ଞାନ ବିଜ୍ଞାନ କର୍ମଶାଳା ର ଉଦ୍ଘାଟନ କରିଥିଲେ…

କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା

କଟକ : କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା ଶନିବାର ଗାନ୍ଧୀଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଶ୍ଵଜିତ ସୂର୍ଯ୍ୟବଂଶୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକସେବକ ଓ ସର୍ବୋଦୟ ମିତ୍ର ଉପସ୍ଥିତ ରହି ସର୍ବୋଦୟ ଓ…

ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ : ଓଡାପଡା ବ୍ଲକ୍ ମହିନ୍ଦ୍ରପୁର ଗ୍ରାମର ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ଯୋଗଦେଇ ସର୍ବ ପ୍ରଥମେ ବିଦ୍ୟାଳୟର ଆଲୁମିନି ଓ…