ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୩ର ଭାର ଉତ୍ତୋଳନରେ ବିରଳ ସ୍ଵର୍ଣ୍ଣପଦକ ହାସଲ
ଢେଙ୍କାନାଳ : ଢେଙ୍କାନାଳର ଚଳିତ ବର୍ଷର ପ୍ରାକ୍ତନ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଉତ୍ତରପ୍ରଦେଶ ଗ୍ରେଟ୍ ର ନୋଇଡା ଠାରେ ଜୁଲାଇ ମାସ ୧୧ ରୁ ୧୬ ତାରିଖ…