ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ
ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ ହୋଇଛି । ରବିବାରରେ ବିନୋଦ ଦୁଆଙ୍କର ଅନ୍ତିମ ସଂସ୍କାର ଲୋଧି ଶ୍ମଶାନରେ କରାଯିବ । ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ବିନୋଦ ଦୁଆଙ୍କର ଝିଅ ମଲିକା ଦୁଆ ନିଜ ଇନଷ୍ଟା ପୋଷ୍ଟରେ…