ଆସ ବୁଲିଯିବା ଅନନ୍ତ ଶୟନ
ପରଜଙ୍ଗ : ଢେଙ୍କାନାଳ ଜିଲା ଏହି ଅନନ୍ତ ଶୟନ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ଟି ସରାଙ୍ଗ ଇଂଗିନୀରିଙ୍ଗ କଲେଜ ନିକଟରେ ବ୍ରାହ୍ମଣୀ ନଦୀ ଶଯ୍ୟା ରେ ଅବସ୍ଥିତ l ଏହି ମୂର୍ତ୍ତି ବ୍ରାହ୍ମଣୀ ନଦୀ ବନ୍ୟା ସମୟରେ ଆଂଶିକ ଓ ବେଳେ ବେଳେ ସମ୍ପୂର୍ଣ୍ଣ ବୁଡି ଯାଏ l ମୂର୍ତ୍ତିଟିର ମସ୍ତକରୁ ପାଦ…