ନବମ ମହିମା ଜ୍ୟୋତିଯାତ୍ରା ପାଇଁ ପ୍ରସ୍ତୁତି
ଢେଙ୍କାନାଳ: ଆଗାମୀ ମାର୍ଚ୍ଚ ମାସରେ ହେବାକୁ ଥିବା ନବମ ମହିମା ଜ୍ୟୋତିଯାତ୍ରା ପାଇଁ ବିଭିନ୍ନ ଗନ୍ତବ୍ୟ ସ୍ଥାନରେ ଜ୍ୟୋତିଯାତ୍ରା ପରିଚାଳନା ପକ୍ଷରୁ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମହିମା ଜ୍ୟୋତିଯାତ୍ରା ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା,…