ସୃଷ୍ଟିଙ୍କ ସଫଳତା: ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନ ଶିକ୍ଷା ସମ୍ମାନରେ ଦ୍ୱିତୀୟ
ଢେଙ୍କାନାଳ : ଉତ୍କଳ ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମ୍ମାନରେ ଢେଙ୍କାନାଳ ଜିନେଇଲ ଗାଁର ଝିଅ ସୃଷ୍ଟି ପାତ୍ର ଙ୍କ ସଫଳତା ବିଭିନ୍ନ ମହଲରେ ଉସôହ ସୃଷ୍ଟି କରିଛନ୍ତି । ଜିନେଇଲ ଗାଁର ସ୍ନେହାଂଶୁ ଶେଖର ପାତ୍ରଙ୍କ ଝିଅ ମଠକରଗୋଳା ମହାବିଦ୍ୟାଳୟ ରେ ଏଜୁକେସନ ଅନର୍ସ ରଖି ପାଠ ପଢୁଥିଲେ । ସେ ଯୁକ୍ତ…