ମନ୍ଦିର ଦର୍ଶନ କରିବା ବେଳେ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ସାଂସଦ
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର ଗ୍ରାମ ମଧ୍ୟସ୍ଥ ମା’ ଜେନାଦେବୀଙ୍କୁ ଦର୍ଶନ କରିବାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ମଧ୍ୟାହ୍ନରେ ଯାଇଥିଲେ । ମନ୍ଦିର ପ୍ରାଙ୍ଗଣରେ ମା’ଙ୍କ ପ୍ରତିମୂର୍ତୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲାବେଳେ ଗ୍ରାମର ଶତାଧିକ…