Take a fresh look at your lifestyle.

ଅର୍ଥନୀତି ବିଭାଗର ଦ୍ୱିତୀୟ ସେମିନାର

ଯୋରନ୍ଦା : ଢେଙ୍କାନାଳ ଜିଲା ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଦ୍ୱିତୀୟ ସେମିନାର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ତଥା ରସାୟନ ବିଭାଗର ମୁଖ୍ୟ ଡ଼ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ତୃତୀୟ ବର୍ଷର ଛାତ୍ର ଦୀପକ କୁମାର ସାହୁ ସ୍ୱାଗତ…

ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ

ଭୁବନ (ରାଜ କିଶୋର ରାଉତ): ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଓଡ଼ିଶା ସରକାର  ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ   ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ ।  କାର୍ଯ୍ୟକ୍ରମରେ…

ଆନ୍ତର୍ଜାତୀୟ ଏକତା ଏବଂ ଅଖଣ୍ଡତାର ପ୍ରତୀକ ହେଉଛି କାଦିଆନର ବାର୍ଷିକ ସମ୍ମିଳନୀ

ସୋଲାପୁର(ଅନସାର୍ ଅଲୀ ଖାଁ) : ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ୧୨୬ତମ ତିନି ଦିବସୀୟ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିନ ୨୫ ଡିସେମ୍ବର ୨୦୨୧ ରେ କାଦିଆନ (ପଞ୍ଜାବ) ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର ସମ୍ମିଳନୀରେ ଅହମ୍ମଦିଆ ମୁସଲିମ ଜମାତର ବିଶ୍ୱ ଖଲିଫା ହଜରତ ମିର୍ଜା…

ଉତ୍କଳ ରଙ୍ଗମଞ୍ଚ ରେ ଆୟୋଜିତ ହେଲା ସପ୍ତମ ସପ୍ତଶଯ୍ୟା ମହୋତ୍ସବ

ଭୁବନେଶ୍ୱର : ରାଜ୍ୟ ର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ଦେବଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତମ ଥର ପାଇଁ ଓଡିଶାର ଲୋକ ପ୍ରିୟ ଉତ୍ସବ ସପ୍ତଶଯ୍ୟା ମହୋତ୍ସବ ପାଳିତହେଲା ନଭସଂଚରୀ ସଂଯୋଗରେ। ଯାହା ଦ୍ଵାରା  ଫେସବୁକ , ୟୁଟୁବ ଓ   ଇନଷ୍ଟାଗ୍ରାମ ମାଧ୍ୟମ  ରେ ହଜାର ହଜାର ଦର୍ଶକ ଏହି…

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଢେଙ୍କାନାଳର ୨୧ ଖେଳାଳୀ ମନୋନିତ

ଢେଙ୍କାନାଳ: ଆମେଚର ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଢେଙ୍କାନାଳ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତିନ୍ନ ହୋଇଥିବା ଗୁରୁଦେବଜୀ ଏକାଡେମୀର ୨୧ ପ୍ରତିଯୋଗୀ ଆଜି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି । ମନୋନିତ ପ୍ରତିଯୋଗୀମାନଙ୍କୁ…

ଶାଶ୍ୱତ କଳା ସଂସଦ ଆୟୋଜିତ କଲା ସ୍ୱପ୍ନେଶ୍ୱର ମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ  ଅଭିନନ୍ଦନ ଗାର୍ଡେନ୍ଠାରେ ଶାଶ୍ୱତ କଳା ସଂସଦ ଦ୍ୱାରା ଆୟୋଜିତ ତଥା ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ୭ମ ସ୍ୱପ୍ନେଶ୍ୱର ମହୋତ୍ସବ କୋଭିଡ୍ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଶତୃଘନ ମାଟିଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ…

ରାଜ୍ୟସ୍ତରୀୟ ଆମ୍ବପଡା କପ କ୍ରିକେଟ ଉଦଯାପିତ: ଯାଜପୁର ଚାମ୍ପିୟନ

ଢେଙ୍କାନାଳ : ଗଁଦିଆ ବ୍ଲକ ଆମ୍ବପଡ଼ା ଖେଳପଡିଆରେ ଚାଲିଥିବା ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଯାଜପୁର ବିଜୟୀ ହେବାସହ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଛି | ସୂର୍ଯ୍ୟକାନ୍ତ ମଲ୍ଲିକ ମ୍ୟାନ ଅଫ ମ୍ୟାଚ  ଓ ମ୍ୟାନ ଅଫ ସିରିଜ ଭାବେ ଜୁନନ୍ଦ ଖାଁନ  …

ରାଧାଦେଇପୁର କପ କ୍ରିକେଟ, ଏମ ସି ସି କାମାକ୍ଷାନଗର  ବିଜୟୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ କାମାକ୍ଷାନଗର ଏମସିସି ବିଜୟୀ ହୋଇଛି | ପ୍ରଥମେ ବ୍ୟାଟିଂ କରି ରାକେଶ ସ୍ଵାଇଁ ଓ ସନ୍ଦୀପ ପରିଡ଼ାଙ୍କ ଅର୍ଦ୍ଧଶତକ ସହାୟତାରେ 228 ରନ ସଂଗ୍ରହ କରିଥିଲେ।…