ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ…
ଢେଙ୍କାନାଳ : ସଂପ୍ରତି ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ନୂଆବର୍ଷ ଅବସରରେ ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…