Take a fresh look at your lifestyle.

୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ : ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଦାନନ୍ଦ ଦେହୁରୀ ମୁଖ୍ୟ ଅତିଥି ରୂପେ ଟୁର୍ଣ୍ଣାମେଣ୍ଟଟିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ଦାଶ,ପୂର୍ବତନ ସମିତିସଭ୍ୟ ଗଙ୍ଗାଧର…

ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳା ଉପସ୍ଥାପନ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଗର୍ବ ଓ ଗୌରବର କଥା । ଏହି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା…

ତୈଳକ ମହାସଂଘର  ବନ୍ଧୁ ମିଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡାପଡା  ବ୍ଲକ ଗଦାଶିଳା ପଂଚାୟତ ଅନ୍ତର୍ଗତ ଚାଇଁପୁର ଠାରେ  ତୈଲିକ ମହାସଂଘର  ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ  ବିଶ୍ୱ କିପରି ମହାମାରୀ ଠାରୁ ଦୂରେଇ ଲୋକଙ୍କ ଧନ ଜୀବନ ସୁଖମୟ ହେବ ଜଗନାଥଙ୍କ ପାଖରେ ଗୁହାରି ଜଣେଇଛନ୍ତି ।ପ୍ରତ୍ୟେକ ବର୍ଷ…

ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ ଦଳକୁ ହରାଇ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ବିଜୟୀ

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ର ୪ର୍ଥ ଲିଗ ମ୍ୟାଚ ରବିବାର ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ କ୍ଲବ ଏବଂ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ…

ପ୍ରକାଶ ହରି ପ୍ରଧାନ ମେମୋରିଆଲ କ୍ରିକେଟ : ଧଵଳଗିରି ଚମ୍ପିୟାନ

ଯୋରନ୍ଦା : ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହାବୀର କ୍ରିକେଟ ପଡିଆରେ ପ୍ରକାଶ ହରି ପ୍ରଧାନ ମେମୋରିଆଲ ଫାଇନାଲ ମ୍ୟାଚ ରେ ଧଵଳଗିରି ବିଜୟୀ ହୋଇଛି l ଆଜି ଫାଇନାଲ ମ୍ୟାଚରେ ଧବଳଗିରି (ଯାଜପୁର) ସହିତ ସ୍ମାଇଲ କ୍ରିକେଟ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟସ ଜିତି ଧଵଳଗିରି…

ଅହମ୍ମଦିଆ ମୁସଲିମ ଜମାତ କାଦିଆନ ଠାରେ ୧୨୬ ତମ ଆଧ୍ୟାତ୍ମିକ ବାର୍ଷିକ ସମ୍ମିଳନୀର ଶୁଭାରମ୍ଭ

ଗୁରଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ୍ ଜମାତ ଭାରତର ରାଷ୍ଟ୍ରୀୟ ମୁଖ୍ୟାଳୟ, କାଦିଆନ୍ ଜିଲ୍ଲା ଗୁରଦାସପୁର (ପଞ୍ଜାବ) ଠାରେ ତିନି ଦିନିଆ ବାର୍ଷିକ ଜଲସା ୨୪ ଡିସେମ୍ବର ୨୦୨୧ ଦିନ ପବିତ୍ର କୋରାନର ପାଠ ଏବଂ ଜମାତର ପତାକା ଉତ୍ତୋଳନ ଏବଂ ସାମୂହିକ ପ୍ରାର୍ଥନାର…

ଓମ୍ କାର ସାଧନା ଉପଯୁକ୍ତ ଗୁରୁ ଙ୍କ ମାର୍ଗ ଦର୍ଶନ ରେ ହିଁ ସିଦ୍ଧିଲାଭ ହୁଏ

ଢେଙ୍କାନାଳ: ଶନିବାର ଦିନ ସନ୍ଧ୍ୟା ସାତଟା ସମୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ର ଚତୁର୍ଦ୍ଦଶ ଇ ପାଠ ଚକ୍ର ଜିଲ୍ଲା ଶାଖା ସମ୍ପାଦକ ପଣ୍ଡିତ ବିପିନ ବିହାରୀ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ କୋହ୍ଲାନ…

ଆଳତୁମା ଠାରେ  ଅଣ୍ଡରପାସ ନିର୍ମାଣ ହେବ: ଶତୃଘ୍ନ ଜେନା

ଭୁବନ : ଢେଙ୍କାନାଳ ଜିଲ୍ଲା ଦେଇ ଜାତୀୟ ରାଜପଥ ୫୩ ଅନନ୍ତପୁର ଠାରୁ ପିତିରି ପର୍ଯ୍ୟନ୍ତ ଲମ୍ବିଛି । କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦର ଆଳତୁମା ଗ୍ରାମ ନିକଟରେ ଏକ ଭେହିକିଲ ଅଣ୍ଡରପାସ ନିମନ୍ତେ ଜନସାଧାରଣଙ୍କ ଦାବି ଉପସ୍ଥାପନା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶତୃଘ୍ନ ଜେନାଙ୍କ ଜରିଆରେ…

ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରାଶୀତ ବସ୍ତ୍ର ବଣ୍ଟନ

ଢେଙ୍କାନାଳ  : ଢେଙ୍କାନାଳ ଜି୍ଲା ଗଁଦିଆରେ ଥିବା ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରା ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସଙ୍ଗଠନର ସଭାପତି ବିଦ୍ୟାଧର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉତ୍ସବରେ ଆଜିରଗୋଟିଏ ଦିନରେ ଖରାପ ଦୁର୍ଗୁଣକୁ ତ୍ୟାଗ କରିବା ସହିତ…

ପାରିବାରିକ ସ୍ନେହ ଶ୍ରଦ୍ଧାର ଉଦାହରଣ ଶ୍ରୀହରି ପରିବାର

ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ତଳ ନୂଆସାହିରେ ଶ୍ରୀହରି କୁଟୀର ଗ୍ରାମର ବଡ ପରିବାର ଭାବରେ ପରିଚିତ । ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ବଡଦିନରେ ୧୬ ବର୍ଷ ଧରି ପରିବାର ବର୍ଗ ଏକତ୍ରିତ ହୋଇ ସମାଜକୁ ପରିବାରର ସ୍ନେହ ଶ୍ରଦ୍ଧା ବିତରଣରେ ମୂଲ୍ୟବୋଧ ଜଣାଇ…