ମା’ ପାଟରାଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମକର ସଂକ୍ରାନ୍ତି
ଢେଙ୍କାନାଳ : ଢେଙ୍କାନାଳ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଭାଟକାଟେଣୀ ଗ୍ରାମର ରୁପାବଳିଆ ପାହାଡ ପାଦଦେଶରେ ବିରାଜିତ ମା ପାଟରାଣୀ ପୀଠରେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମକର ସଂକ୍ରନ୍ତି ଉପଲକ୍ଷେ 26 ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କଳସଯାତ୍ରା, ଚଣ୍ଡିଯଜ୍ଞ ଓ ହୋମ…