ଦୁର୍ଗମ ଅଂଚଳ ପୁଟିପାଳରେ ଶୀତବସ୍ତ୍ର ବଂଟନ
ଢେଙ୍କାନାଳ : ସହରର ଯୁବ ସ୍ୱେଚ୍ଛାସେବୀ ସଂଗଠନ ବଜରଙ୍ଗ କ୍ଲବ୍ ତରଫରୁ ଜିଲ୍ଲାର ଦୁର୍ଗମ ଅଂଚଳର ଶୀତବସ୍ତ୍ର ବଂଟନ କରାଯାଇଛି । କଙ୍କଡାହାଡ ବ୍ଲକ୍ କନ୍ତୋଲ ପଂଚାୟତ ଅନ୍ତର୍ଗତ ପୁଟିପାଳ ଗ୍ରାମ ଏକ ଦୁର୍ଗମ ଅଧୁ୍ୟଷିତ ଅଂଚଳ । ସ୍ୱେଚ୍ଛାସେବୀ ସଂଗଠନ ଭାବେ ଲକ୍ଡାଉନ୍ ସମୟରେ ବଜରଙ୍ଗ କ୍ଲବ୍…