Take a fresh look at your lifestyle.

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ମହିଳା ସଂପାଦିକା ସଂଯୁକ୍ତା ହୋତା

ଢେଙ୍କାନାଳ : ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଜିଲା ମହିଳା ଶାଖା ସଂପାଦିକା ସଂଯୁକ୍ତା ହୋତା ଭାରତୀୟ ଜନତା ପାର୍ଟିରେ ମଙ୍ଗଳବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ଶ୍ରୀମତୀ ହୋତା ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ଜିଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ…

ଆର ପାରିରେ ଜିତୁ ବାବୁ

ଢେଙ୍କାନାଳ: ସହରର ବିଶିଷ୍ଟ ବ୍ୟବସାୟୀ, ସୂର୍ଯ୍ୟ ହୋଟେଲ ଓ ମଣ୍ଡପ ର ମାଲିକ, ମିନlବଜାର ପୂଜା କମିଟି ର ପୂର୍ବତନ ସଭାପତି , ନଟରାଜ ସଙ୍ଗୀତ ମହାବଦ୍ୟାଳୟର ଉପଦେଷ୍ଟା ଜିତେନ୍ଦ୍ର ପଟ୍ଟନାୟକ ( ଜିତୁ ବାବୁ ) ଗତ ରାତ୍ର ୧.୩୦ମି, ସମୟରେ ଇହଧାମ ପରିତ୍ୟାଗ କରି ଚାଲିଗଲେ l ତାଙ୍କ ଶରୀର…

ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ: ଭାସ୍କରସାହୁ ଅରଖପାଳ ସମିତିସଭ୍ୟ ପ୍ରାର୍ଥୀହେଲେ

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ପ୍ରଥମ ଦିବସରେ ସମୁଦାୟ ୩ ଜଣ ପ୍ରାର୍ଥୀ ସମିତିସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅରଖପାଳ ପଂଚାୟତର ପୂର୍ବତନ ସରପଂଚଭାସ୍କରସାହୁଚଳିତଥର ସମିତିସଭ୍ୟ ନିମନ୍ତେ ଆଜି ନାମଙ୍କନ ପତ୍ର ବିଡିଓ…

ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ଦେହାନ୍ତ

ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀ ଆମ ସମସ୍ତଙ୍କୁ ଛାଡ଼ି ଇହଧାମ ପରିତ୍ୟାଗ କରିଛନ୍ତି। ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତ୍ରୀ ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। ବାଲେଶ୍ଵର ଜିଲ୍ଲାର…

 ଏସପି ଅଫିସ ସାମ୍ନାରେ ଧାରଣା ଦେଲେ ମା’ ଓ ପୁଅ

ଢେଙ୍କାନାଳ : ପରିଣତ ବୟସରେ ବୋଝ ସାଜିଛି ସାମାଜିକ ବାଚ୍ଛନ୍ଦ | ବଡ଼ପୁଅ ସମ୍ପୂର୍ଣ୍ଣ ପର କରିଥିବା ବେଳେ ଅଭାବ ମଧ୍ୟରେ ରହିଥିବା ସାନପୁଅ ପାଖରେ ତାଙ୍କର ଜୀବନ ବିତୁଛି | ଦିନେ ସେ ନିଜ ହାତରେ ଯେଉଁ ସୁଖର ସଂସାର ଗଢ଼ିଥିଲେ ଆଜି ତାହା ତାଙ୍କ ପାଇଁ ପର ହୋଇଯାଇଛି | ତେବେ ସାମାଜିକ ବାଚ୍ଛନ୍ଦ…

ପଞ୍ଚାୟତ ପଲିଟିକ୍ସ : ପ୍ରାର୍ଥପତ୍ର ଦାଖଲ ପୂର୍ବରୁ କଣ କରିବେ ଜାଣି ନେବା

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜିଠାରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ…

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ୯ ଲୁଟେରା ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ଗତ ୫ ଦିନ ତଳେ ହୋଇଥିଲା..ବେଳେ ପୋଲିସ କୁ ମିଳିଛି ସଫଳତା l ରାସୋଳ ପୋଲିସ ଜବତ କରିଛି ଲୁଟ ହୋଇଥିବା ସୁନା ଗହଣା ଓ ନଗଦ ଟଙ୍କା ସହ ତିନୋଟି,ମୋଟର ସାଇକେଲ I ଏଥି ସହିତ ଡକାୟତି ସମୟରେ…

ସେନା ଦିବସ ପାଳିତ

ଢେଙ୍କାନାଳ: ଜାନୁଆରୀ ୧୫ ତାରିଖରେ ପ୍ରତିବର୍ଷ ଭାରତୀୟ ସେନା ଦିବସ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ଢେଙ୍କାନାଳ ସହରର ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ସହରରେ ବାସକରୁଥିବା ପୂର୍ବତନ ସେନାକର୍ମଚାରୀ କ୍ୟାପ୍ଟେନ୍ ଅଶ୍ୱିନୀ ବରାଳ, ନାଏକ ରବିନାରାୟଣ ସାହୁ, ଦୁର୍ଯେ୍ୟାଧନ ବେହେରା ପ୍ରମୁଖଙ୍କ…

ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ବତୀ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଲୋହିଆ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଡଃ ସ୍ବାଇଁଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷ ଡଃ…

ପଞ୍ଚାୟତ ନିର୍ବାଚନ ପାଇଁ ମତଦାତା ନିଜର ପ୍ରାର୍ଥୀ ବାଛନ୍ତୁ

ଭୁବନେଶ୍ଵର : ଓଡିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ସଦସ୍ୟ ପର୍ଯ୍ୟନ୍ତ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ତଥା ବ୍ଲକ…