କାର୍ଯ୍ୟରେ ଯୋଗଦେଲେ ନୂତନ ବିଚାରପତି
ଗଁଦିଆ : ଗଁଦିଆ ଜେ ଏମ ଏଫ ସି କୋର୍ଟରେ ଆଜି ନୂତନ ବିଚାରପତି ଭାବରେ ସୌରଭ ସାଗର ପ୍ରଧାନ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ରାଉରକେଲା ରେ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ ।
ଏଠାରେ ପୂର୍ବରୁ କାର୍ଯ୍ୟରତ ବିଚାରପତି ବିଶ୍ୱ କଳ୍ପିତା ମହାନ୍ତି ପଦୋନ୍ନତି ପାଇଁ ବାରିପଦାକୁ ବଦଳି…