Take a fresh look at your lifestyle.

ବ୍ରାହ୍ମଣୀ ବ୍ରିଜ ତଳକୁ ଟ୍ରଲ୍ ର ଖସି ଜଣେ ମୃତ,ଜଣେ ଗୁରୁତର ଆହତ

ଢେଙ୍କାନାଳ (ସର୍ବେଶ୍ୱର ମଲ୍ଲିକ ):ଆଜି ଭୋର୍ ସମୟ ରେ ସାରଙ୍ଗ ଧର ସେତୁ ତଳକୁ ଏକ ଟ୍ର ଲ ର ଖସିପଡି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଡାକ୍ତର ଖାନା ରେ ଭ ର୍ତ୍ତୀ ହୋଇଛନ୍ତି | ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ପରି ନାହିଁ | ଢେଙ୍କାନାଳ ପଟୁ କାମାକ୍ଷା ନଗର ଆଡ କୁ…

ସାମ୍ବାଦିକଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର: ଗତକାଲି ବୁଧବାର ଦିନ କଣାସ ଠାରେ ଦୁଇ ଜଣ ସାମ୍ବାଦିକଙ୍କ ଉପରେ ଅହେତୁକ ଆକ୍ରମଣକୁ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଆଜି ଜିଲ୍ଲା ପ୍ରଶାସନ ଜରିଆରେ ଏସମ୍ପର୍କରେ ଏକ ସମ୍ମିଳିତ ଦାବିପତ୍ର ଓଡ଼ିଶା ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି ।…

ମହୀମା ଧର୍ମ ପ୍ରଚାରକ ଙ୍କ ପରଲୋକ

ଢେଙ୍କାନାଳ(ସର୍ବେଶ୍ୱର ମଲ୍ଲିକ):  ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ପଞ୍ଚାୟତର ଜହ୍ନି ତାଏଲା ଗ୍ରାମ ର ପୁରୁଷୋତ୍ତମ ନାୟକ ଙ୍କ ର ନିଜ ବାସ ଭବନ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଂକୁ ୯୬ ବର୍ଷ ହୋଇ ଥିଲା। ଅନ୍ତିମ ସମୟ ରେ ତାଙ୍କର ଚାରି ପୁତ୍ର ପୁତ୍ର ବଧୂ ନାତି…

ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ ପଂଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥôତ ସରପଂଚ ପ୍ରାର୍ଥୀ ପ୍ରବୋଧ ଦାସ ଓ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଙ୍କ ଜୋରଦାର ପ୍ରଚାର ଚାଲିଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାସ ଚଳିତ ଥର ସରପଂଚ ପ୍ରାର୍ଥୀ ହୋଇଛନ୍ତି । ଏହା…

ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା

ଭୁବନ : ଭୁବନ ବ୍ଲକର ୧ ଜୋନ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ତିଳୋତମା ଚୌଧୁରୀ ପ୍ରଚାର କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥôନୀ ଏହା ପୂର୍ବରୁ ମାର୍ଥାପୁର ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ…

ଓଡିଶରେ ମୋହନ ମାହୁନ୍ତ ଙ୍କ ଜୋରଦାର ପ୍ରଚାର

ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ନବଗଠିତ ଓଡିଶ ପଂଚାୟତରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତଏହି ଆସନରେ ଚଳିତ ଥର ୪ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ…

ମୃଦଙ୍ଗା : ପରିଣତ ବୟସରେ ସେବା କରିବାକୁ ନିର୍ବାଚନ ମଇଦାନରେ ଟିପ ମାଝୀ

ଭୁବନ : ଭୁବନ ବ୍ଲକର ମୃଦଙ୍ଗା ପଂଚାୟତ ଟି ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ପଂଚାୟତ ଭାବେ ପରିଚିତ । ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷଣ ଥିବା ଏହି ପଂଚାୟତରେ ଚଳିତଥର ଚନ୍ଦ୍ରିକା ପାତ୍ର (ଖୋଲାବହି) , ଟିପ ମାଝୀ (ମାଛ) ଓ ବସନ୍ତ ମଂଜରୀ ତରାଇ (ସୂର୍ଯ୍ୟ) ଚିହ୍ନରେ…

ଆଦର୍ଶ ଶିକ୍ଷକ ଈଶ୍ୱରଚନ୍ଦ୍ର ସାହୁଙ୍କ ପରଲୋକ

ଢେଙ୍କାନାଳ  : ଆଦର୍ଶ ଶିକ୍ଷକ ତଥା ଓଡ଼ାପଡ଼ା ବ୍ଲକର ଏବିଓ-କମ୍-ବିଆର୍ସି ଈଶ୍ୱରଚନ୍ଦ୍ର ସାହୁଙ୍କର ଗତ ରବିବାର ରାତି ପ୍ରାୟ ସାଢ଼େ ୪ଟାରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ…

ଦିନକ ପରେ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳା ଆସନ୍ତା ୧୫ତାରିଖ ଠାରୁ ଆରମ୍ଭ ହେବ ।୧୪୯ ତମ ମହିମା ମେଳା ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ମେଳା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସରକାରଙ୍କ ନିୟମ ତଥା ଜିଲ୍ଲା ପ୍ରଶାସନ ର…

‘ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ’

ଢେଙ୍କାନାଳ: ରେଡିଓ ପ୍ରତି ଲୋକଙ୍କ ବିଶ୍ୱାସ ଆଜି ବି ଅତୁଟ ରହିଛି । ସବୁ ସମୟରେ, ସବୁ ପରିସ୍ଥିତିରେ ଏହା ଲୋକଙ୍କ ସୁଖ ଦୁଃଖର ସାଥୀ ହେଇ ରହିଛି ବୋଲି କହିଛନ୍ତି ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଅଖିଲ ମିତ୍ତଲ । ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ଏବଂ ରେଡିଓ…