Take a fresh look at your lifestyle.

ରାଜବୀର ପାଇଁ ସହାୟତାର ହାତ ବଢାଇଲେ ଗୁଣ୍ଡିଚାପଡ଼ା ଯୁବସଙ୍ଗଠନ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାର ଯୁବକମାନଙ୍କ ପ୍ରୟାସରେ ସହାୟତା ଯୋଗାଇବା ନିମନ୍ତେ ଧନରାଶି ଏକାଠି ହେଉଛି। ଆସିଫ ଅଲ୍ଲୀ ଖାଁ, ଶେଖ୍ ଫରିଦ୍,ଶେଖ୍ ସଲିମ, ରିଜୱାନ ଅହମଦ, ସୁବ୍ରତ ରାଉତ ଆଦି ଯୁବକମାନେ ଏହି ଅବସରରେ ଡୋନେଟ ବକ୍ସ ଧରି ଘରେ ଘରେ ବୁଲି ଧନରାଶି…

ଦୟଣାବିଲ ରେ ହେମନ୍ତ ଙ୍କ ଜୋରଦାର ପ୍ରଚାର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ପଂଚାୟତ ରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତ ଏହି ଆସନରେ ଚଳିତ ଥର ୨ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ…

ଭୁବନ ବ୍ଲକ:୧ ନମ୍ବର ଓ ୩ ନମ୍ବର ଜୋନରେ ବିଜେଡି ସ୍ଥିତି ମଜବୁତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆସନ୍ତା ୨୨ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆଜି ପ୍ରଚାରର ଅନ୍ତିମ ଦିବସରେ ଉଭୟ ବିଜେଡି ଓ ବିଜେପି ତରଫରୁ ଜୋରଦାର ପ୍ରଚାର , ରାଲି ,ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭୁବନ ବ୍ଲକର ୧ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥôନୀ…

୨୨ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଡେଲାଙ୍ଗ ଓ ପିପିଲି ବ୍ଲକରେ ହେବ ମତଦାନ

କୋଣାର୍କ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଡେଲାଙ୍ଗ ବ୍ଲକର ୨୧ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୯୧ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ବ୍ଲକର ୨୫ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,…

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ କ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲିଥିବାରୁ ପ୍ରେସ କାଉନସିଲ ସଦସ୍ୟ ,ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି ଘୋର ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ପ୍ରଶାସନ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ…

ସାମ୍ବାଦିକଙ୍କୁ ଆକ୍ରମଣ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା

ଢେଙ୍କାନାଳ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ପାର୍ଟିର ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସାମ୍ବାଦିକ ମାନେ ହେଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଯେତେ ବେଳେ ସରକାରଙ୍କର କୌଣସି…

ମାର୍ଚ୍ଚ ୨୦ ରେ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ

କୋଣାର୍କ : ଓଡ଼ିଶାର ପ୍ରଥିତଯଶା ନୃତ୍ୟଗୁରୁ ସ୍ୱର୍ଗୀୟ ପଦ୍ମଶ୍ରୀ ଡଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରତିଷ୍ଠିତ ହୋଇଥିବା କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ୩୬ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ଆସନ୍ତା ମାର୍ଚ୍ଚ ମାସର ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି କୋଣାର୍କ…

ବାଲିବୋ: ସରପଂଚ ପ୍ରାର୍ଥୀ ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଏ । ଚଳିତଥର ଅନୁସୂଚିତ ଜାତିବର୍ଗ ଙ୍କ ନିମନ୍ତେ ସଂରକ୍ଷଣ ଥିବା ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ (ଖୋଲାବହିଚିହ୍ନ) , ବନ୍ଦନା ପାତ୍ର (ମାଛଚିହ୍ନ ) , ଶୁଭସ୍ନିଗ୍ଧା ବାରିକ (ସୂର୍ଯ୍ୟଚିହ୍ନ…

ଗଡନୃସିଂହପ୍ରସାଦ : ସରପଂଚ ,ସମିତିସଭ୍ୟା ପ୍ରାର୍ଥୀଙ୍କ ମିଳିତ ପ୍ରଚାର ଜମୁଛି

ଭୁବନ : ଭୁବନ ବ୍ଲକର ପ୍ରତ୍ୟେକ ପଂଚାୟତ ରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ଅଲଗା ଅଲଗା ଭାବେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଗଡନୃସିଂହପ୍ରସାଦ ପଂଚାୟତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି । ଅନୁସୂଚିତ ଜାତି ମହିଳା ଙ୍କ ନିମନ୍ତେ ସଂରକ୍ଷଣ ଥିବା ଏହି ପଂଚାୟତରେ ଝିଲ୍ଲୀ…

କୌପୀନଧାରୀ ମହିମା ସମାଜର ଗୋଷ୍ଠୀ ଭିକ୍ଷା ସହ କର୍ମକର୍ତା ମନୋନୟନ

ଢେଙ୍କାନାଳ: ମହିମାଗାଦି ଯୋରନ୍ଦାରେ୧୦୫ବର୍ଷ ତଳେ ସିଦ୍ଧ ବଡକୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ବିଶ୍ୱ ପ୍ରସିଦ୍ଧ ମାଘମେଳା ଉପାରାନ୍ତ ଫାଲ୍ଗୁନ କୃଷ୍ଣ ଦ୍ୱିତୀୟା ତିଥିରେ ଗୋଷ୍ଠୀ ଭିକ୍ଷା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ…