Take a fresh look at your lifestyle.

କଳିଙ୍ଗ ଷ୍ଟାଡିଅମ୍‌ : ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି…

ଭୁବନ ବ୍ଲକରେ ଭୋଟ ଆଜି : ୩୯ ଟି ଅତି ଉତେଜନା ପ୍ରବଣ ବୁଥରେ ସିସିକ୍ୟାମେରା ଲଗାଇବାକୁ ଦାବି

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆସନ୍ତାକାଲି ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣହେବ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ପାର୍ଟି ସମସ୍ତ ବୁଥ ରେ ପହଁଚି ସାରିଛନ୍ତି । ବୁଥ ରେ ପୋଲିସ ସୁରକ୍ଷା ବନେ୍ଦାବସ୍ତ ମଧ୍ୟ…

ମାଟି କୁଡ଼ିଆରେ ବିତୁଛି ଜୀବନ

କଙ୍କାଡାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କାଡାହାଡ଼ ବ୍ଲକ କେରଜୋଳି ପଂଚାୟତ ରୋଡ଼ଙ୍ଗ ଗ୍ରାମର କାଙ୍ଗାଳ ମହାରଣା  (60)ଙ୍କ ପାଇଁ  ସରକାରୀ ଯୋଜନା ସାତସପନ ପାଲଟିଛି । ମାଟି କୁଡ଼ିଆରେ ଦୁଇ ପ୍ରାଣୀ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ସତେ ଯେମିତି ସରକାର ଏମାନଙ୍କ ପାଇଁ ଚିର ନିଦ୍ରାରେ…

ଜନ ଶିକ୍ଷଣ ସଂସ୍ଥାନ ପକ୍ଷ ରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜନ ସିକ୍ଷଣ ସଂସ୍ଥାନ ପକ୍ଷ ରୁ ଢେଙ୍କାନାଳ ଷ୍ଟେସନ ବଜାର କାର୍ଯ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଷଡ଼ଙ୍ଗୀ ଏସ୍ ଏସ୍ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅରୁଣୋଦୟ ସ୍ବାଇଁ, ସମ୍ମାନୀତ ଅତିଥି ଭାବରେ…

ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ସଂସ୍କରଣ ଖୁବ୍‍ ଶୀଘ୍ର

ଢେଙ୍କାନାଳ: ସୁସାହିତ୍ୟିକ ମୃଣାଳ ଚାଟାର୍ଜୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ଅନୁବାଦ କୋଲକାତା ଆନ୍ତର୍ଜାତିକ ପୁସ୍ତକ ମେଳାରେ ପ୍ରକାଶିତ ହେଉଛି । ମୂଳ ଓଡ଼ିଆରୁ ଏହାକୁ ବଙ୍ଗଳାକୁ ଅନୁବାଦ କରିଛନ୍ତି ସମ୍ବିତ ପାଲ । ପୁସ୍ତକଟିକୁ କୋଲକାତାର ଇତିକଥା ପବ୍ଲିକେଶନ୍‍ ପ୍ରକାଶ…

ମଠକରଗୋଳା : ଶଶୀକାନ୍ତ ଓ ସଂଧ୍ୟାରାଣୀ ଙ୍କ ଜୋରଦାର ପ୍ରଚାର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ରେ ନିର୍ବାଚନ ପ୍ରଚାର ଜୋର ଧରିଛି । ଅଣସଂରକ୍ଷଣ ଥିବାଏହି ଆସନରେ ଚଳିତ ଥର ଅଜୟ କୁମାର ନାୟକ (ଖୋଲାବହି) , ପରମାନନ୍ଦ ଦାସ (ମାଛ) , ରମେଶ ସ୍ୱାଇଁ (ସୂର୍ଯ୍ୟ) ଶଶୀକାନ୍ତ ସ୍ୱାଇଁ (ଖୋଲାଛତା) ଓ ଶାନ୍ତନୁ ନାୟକ (ହଳଲଙ୍ଗଳ) ଚିହ୍ନରେ ସରପପଂଚ…

ଗୁଣ୍ଡିଚାପଡ଼ା ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ…

ରାଜବୀର ପାଇଁ ସହାୟତାର ହାତ ବଢାଇଲେ ଗୁଣ୍ଡିଚାପଡ଼ା ଯୁବସଙ୍ଗଠନ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାର ଯୁବକମାନଙ୍କ ପ୍ରୟାସରେ ସହାୟତା ଯୋଗାଇବା ନିମନ୍ତେ ଧନରାଶି ଏକାଠି ହେଉଛି। ଆସିଫ ଅଲ୍ଲୀ ଖାଁ, ଶେଖ୍ ଫରିଦ୍,ଶେଖ୍ ସଲିମ, ରିଜୱାନ ଅହମଦ, ସୁବ୍ରତ ରାଉତ ଆଦି ଯୁବକମାନେ ଏହି ଅବସରରେ ଡୋନେଟ ବକ୍ସ ଧରି ଘରେ ଘରେ ବୁଲି ଧନରାଶି…

ଦୟଣାବିଲ ରେ ହେମନ୍ତ ଙ୍କ ଜୋରଦାର ପ୍ରଚାର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ପଂଚାୟତ ରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତ ଏହି ଆସନରେ ଚଳିତ ଥର ୨ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ…

ଭୁବନ ବ୍ଲକ:୧ ନମ୍ବର ଓ ୩ ନମ୍ବର ଜୋନରେ ବିଜେଡି ସ୍ଥିତି ମଜବୁତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆସନ୍ତା ୨୨ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆଜି ପ୍ରଚାରର ଅନ୍ତିମ ଦିବସରେ ଉଭୟ ବିଜେଡି ଓ ବିଜେପି ତରଫରୁ ଜୋରଦାର ପ୍ରଚାର , ରାଲି ,ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭୁବନ ବ୍ଲକର ୧ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥôନୀ…