Take a fresh look at your lifestyle.

ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଡାକ୍ତରୀ ଛାତ୍ର

ଢେଙ୍କାନାଳ: ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଅଛନ୍ତି।ତିନିମାସ ତଳେ ଏମବିବିଏସ ପାଠ ପଢିବା ପାଇଁ ଢେଙ୍କାନାଳରୁ ଯାଇଥିଲେ। ୨୦ବର୍ଷୀୟ ସୁପ୍ରୀତ ସ୍ୱାଇଁ…

କାଳବୈଶାଖୀ: ୧୦ ଜିଲ୍ଲାକୁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୫ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି…

ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଆପ୍ ଘେରିଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ

ଢେଙ୍କାନାଳ : ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର l ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି…

ପୁନଃ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

କୋଣାର୍କ : ବିଭିନ୍ନ କାରଣରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଥିବା ମତଦାନ ଆଜି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । କଣାସ ବ୍ଲକର ବଡାଲ ପଞ୍ଚାୟତର ୱାର୍ଡ ନଂ ୫, ୭ ଏବଂ ୮, ବ୍ରହ୍ମଗିରିର ଚାପାମାଣିକ ପଞ୍ଚାୟତର ୱାର୍ଡ ନଂ…

ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଆଜି ମତଦାନ

କୋଣାର୍କ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ଅସ୍ତରଙ୍ଗ ବ୍ଲକର ୧୫ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୩୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ ଏବଂ କାକଟପୁର ବ୍ଲକର ୧୬ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି…

ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ

ଢେଙ୍କାନାଳ: ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଚାଲିଥିଲା ଅଷ୍ଟ ପ୍ରହରୀ। ପ୍ରଥମ ଦିନ କଳସ ଘଟ ସ୍ଥାପନ କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଗତକାଲି ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ। ଆଜି…

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ପ୍ରଦାନ କରାଯାଉ

ଢେଙ୍କାନାଳ : ଖବର ସଂଗ୍ରହ କ୍ଷେତ୍ରରେ ନିୟୋଜିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରବା ପାଇଁ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷକରି ପଂଚାୟତ ନିର୍ବାଚନ ସମୟରେ ଖବର ସଂଗ୍ରହ କରୁଥିବା…

ନିହଲପ୍ରସାଦ ରେ ପୁନଃ ମତଦାନ : ସୁରକ୍ଷା ବ୍ୟବସ୍ଥା କଡାକଡି

 ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତରେ ଆସନ୍ତା କାଲି ଅନୁଷ୍ଠିତ ପୁନଃ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକୁଡି କରାଯାଇଛି । ଯେପରି ମତଦାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ…

ଭୁବନ ବ୍ଲକ : ଶାନ୍ତିପୂର୍ଣ୍ଣ ଭାବେ ଭୋଟସରିଲା ୭୯ ପ୍ରତିଶତ ମତଦାନ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ସେଥି ମଧ୍ୟରୁ ଧଳପଡା ରେ ସର୍ବାଧିକ ୮୭ ପ୍ରତିଶତ ଭୋଟ…

ଯୋରନ୍ଦା ମେଳାର ଅନ୍ତିମ ପର୍ବ ଗୋଷ୍ଠୀ ସତ୍ସଙ୍ଗ : ଆଜିଠୁ ଫେରିବେ ନିଜ ଆଶ୍ରମକୁ ସନ୍ନ୍ୟାସୀ,ସାଧୁ ,ତ୍ୟାଗୀ ଓ ବୈରାଗୀ

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଅନ୍ତିମ ପର୍ବ ହେଉଛି ଗୋଷ୍ଠୀ ସତ୍ସଙ୍ଗ । ଏହି ଗୋଷ୍ଠୀ ସତ୍ସଙ୍ଗ ଉତ୍ସବ ମହିମାଗାଦିର ନାଟିମା ବଜାର ଗୋଷ୍ଠୀ ସତ୍ସଙ୍ଗ ବେଢାରେ ଗୁରୁବାର ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ସତ୍ସଙ୍ଗରେ ୨ ଶହ ରୁ ଉଦ୍ଧ୍ୱର୍ ବକ୍କଳଧାରୀ…