Take a fresh look at your lifestyle.

ବିଜେଡି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ଙ୍କ ଦୋକାନ ବଜାର ଓ ଘରକୁ ଘର ବୁଲି ପ୍ରଚାର

ଭୁବନ : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି , ଧିରେ ଧିରେ ନିର୍ବାଚନ ଉସ୍ମତା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ଏନଏସି ର ଯୁବ ନଗରପାଳ ପ୍ରାର୍ଥୀ ଙ୍କ ପାଇଁ ୧ ନମ୍ବର…

ବିଜୁ ବାବୁଙ୍କ୧୦୬ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ :  ମହାନ ଜନାୟକ , ପ୍ରବାଦ ପୁରୁଷ , ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ ପାଲନ ସମାରୋହ ୦୫, ୦୩, ୨୦୨୨ ରିଖ ଶନିବାର ଦିନ ସ୍ଥାନୀୟ ବୋରାପଦା ସ୍ଥିତ ଆମ୍ବ ବଗିଚାରେ ପାଳନ ହେବ । ଏହି ଅବସରରେ ସ୍ଥାନୀୟ ରନôମଣ୍ଡପ ଠାରେ ଢେଙ୍କାନାଳ…

ଢେଙ୍କାନାଳ ରୁ ସୋନାଲୀ, କାମାକ୍ଷାନଗର ପାଇଁ ସୁବୋଧ ଓ ଭୁବନ ରୁ ମହେଶ୍ୱର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ

ଢେଙ୍କାନାଳ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଉଷ୍ମତା ଅନୁଭବ ହୋଇଛି। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ମତଦାନ ହେବ। ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ରାଜ୍ୟର ପ୍ରମୁଖ ଦଳ ପ୍ରାର୍ଥୀ ଚୟନରେ…

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ :ଲଢିବା ପାଇଁ ଆବେଦନକ।ରି ଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟ ଆବାହକ  ନିଶିକାନ୍ତ…

ଭୁବନେଶ୍ବର: ବହୁ ଶିକ୍ଷିତ ,ଉତ୍ସାହି ଯୁବକ ଯୁବତୀ ,ଚେତନାଶୀଳ ବୁଦ୍ଧିଜୀବି ବହୁ ପ୍ରଜ୍ଞ ଅଭିଜ୍ଞ ବ୍ୟକ୍ତିତ୍ଵମାନେ ଓ ଆମ୍ଆଦମୀ ପାର୍ଟି ର ସମର୍ଥକ, ଆଗାମୀ ଭୁବନେଶ୍ବର ମହାନଗର ନିଗମର ହେବାକୁ ଥିବା ନିର୍ବାଚନରେ ନଗର ନିଗମର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କର୍ପୋରେଟର ଟିକେଟ ଆଶାୟୀ ପ୍ରାର୍ଥୀ…

ଭୁବନ ଏନଏସି ;ବିଶ୍ୱଜିତ ସାହୁ କଂଗ୍ରେସ ଟିକେଟ ଦାବିଦାର

ଭୁବନ: ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଆଜି ଥିଲା ପ୍ରଥମ ଦିବସ । ଏଯାଏଁ ବିଜଡେି , ବିଜେପି କିମ୍ବା କଂଗ୍ରେସ କୌଣସି ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଚୁଡାନ୍ତ ହୋଇ ପାରିନାହିଁ । ବିରୋଧି ବିଜେପି , ବିଜେଡି ପ୍ରାର୍ଥୀ ଚୟନ କୁ ଅପେକ୍ଷା କରିଥିବା ବେଳେ ସର୍ବପୁରାତନ ଦଳ କଂଗ୍ରେସ…

ବିଜେଡିର ମିଶ୍ରଣ ପର୍ବ: ବିରୋଧି ଶୂନ୍ୟ ହେବ ଢେଙ୍କାନାଳ ନଗର

 ଢେଙ୍କାନାଳ : ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରନô ମଣ୍ଡପ ରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏବଂ କଂଗ୍ରେସ ଦଳର ବହୁ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ଦଳର ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ତଥା ପୂର୍ବତନ କାଉନସିଲର ଅନିମା…

ଶତାଧିକ ସମର୍ଥକ ଙ୍କ ସହ ବିଜେଡିରେ ମିଶିଲେ ମୁନ୍ନା : ଯୋଗଦାନ ଦଳକୁ ମଜବୁତ କରିବ- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନ : ଭୁବନ ର ଯୁବ ସମାଜସେବୀ , ଶିଳ୍ପଦ୍ୟୋଗି , ୟୁଥ ଆଇକନ ଶୁଭେନ୍ଦୁ ସାହୁ (ମୁନ୍ନା) ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଶଙ୍ଖ ଫୁଙ୍କିଲେ । ନିଜର ୨ ଶହରୁ ଉଦ୍ଧ୍ୱର୍ ସମର୍ଥକ ଙ୍କ ସହ ବାଜା,ବାଣ ରୋଷଣୀରେ ସହର ପରିକ୍ରମା କରି ପାଲାମଣ୍ଡପ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ…

ଦିଲ୍ଲୀରେ ମନ ମୋହିଲା କୋଣାର୍କ ନାଟ୍ୟ ମଣ୍ଡପର ଗୋଟିପୁଅ ନୃତ୍ୟ

କୋଣାର୍କ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆନୁକୁଲ୍ୟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଆୟୋଜିତ "ଆଜାଦି କା ଅମୃତ ମହୋତ୍ସବ" ରବିବାର ସଂଧ୍ୟାରେ ଦିଲ୍ଲୀର ପୁରାନା କିଲ୍ଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାରେ ଅତିଥି ଭାବେ ଭାରତ…

ପୌର ନିର୍ବାଚନ : କୋଣାର୍କ ଏନଏସିରେ ନିର୍ବାଚନୀ ଉଷ୍ମତା

କୋଣାର୍କ:  ପଞ୍ଚାୟତ ନିର୍ବାଚନ ସରିବା ପରେ ବାଜିଛି ପୌର ନିର୍ବାଚନ ବିଗୁଲ୍ ।  ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ମାର୍ଚ୍ଚ ୨୬ ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ କମିସନଙ୍କ ପକ୍ଷରୁ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…

ଭୋଜଦେଇପୁର ରେ ଗାଁ ପାଇଁ ଦିନଟିଏ ଅଭିଯାନ

ଢେଙ୍କାନାଳ: ଭୋଜଦେଇପୁର ଅଞ୍ଚଳର ଆରାଧ୍ଯ୍ୟ ପ୍ରଭୁ ଭୋଳେଶ୍ବର ମହାଦେବଙ୍କ ମନ୍ଦିର ପରିସର ଢେଙ୍କାନାଳ ଜିଲ୍ଲାର ଉତ୍ସାହି ବ୍ୟକ୍ତି ତଥା ଗାଁ କୁ ଭଲପାଉ ଥିବା ବ୍ୟକ୍ତିମାନଙ୍କୁ ନେଇ ଆରମ୍ଭ ହୋଇଥିବା ଗାଁ ପାଇଁ ଦିନଟିଏ ଅଭିଯାନ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା…