Take a fresh look at your lifestyle.

ବିଜେଡି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ଙ୍କ ଦୋକାନ ବଜାର ଓ ଘରକୁ ଘର ବୁଲି ପ୍ରଚାର

0 34

Get real time updates directly on you device, subscribe now.

ଭୁବନ : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି , ଧିରେ ଧିରେ ନିର୍ବାଚନ ଉସ୍ମତା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ଏନଏସି ର ଯୁବ ନଗରପାଳ ପ୍ରାର୍ଥୀ ଙ୍କ ପାଇଁ ୧ ନମ୍ବର ୱାର୍ଡରେଘରକୁ ଘର ବୁଲି ପ୍ରଚାର କରିଥିଲେ ।

କାଉନସିଲର ପ୍ରାର୍ଥୀ ଗିରିଧାରୀ ସାହୁ ଓ ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଥିବା ବେଳେ ଗତ କାଲ ିସଂଧ୍ୟାରେ ଶୁଭେନ୍ଦୁ ତାଙ୍କ ସାଙ୍ଗସାଥୀ ଓ ସମର୍ଥକଙ୍କୁ ନେଇ କାଳିବଜାର ର ପ୍ରତ୍ୟେକ ଦୋକାନ ବୁଲି ପୁସିଙ୍ଗକାର୍ଡ ଦେଇ ଭୋଟ ଭିକ୍ଷା କରିଥିଲେ ।

ବିଜେଡି ର ୩ ନମ୍ବର ୱାର୍ଡ ପ୍ରାର୍ଥୀନୀ ମାନିନୀ ସାହୁଙ୍କ ୁଜିତାଇବା ସକାଶେ ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ ଆଜି ପୂର୍ବାହ୍ନରେ ୩ ନମ୍ବର ୱାର୍ଡ ଓ ବନ୍ଦାଳ ମୌଜାରେ ଘରକୁ ଘର ବୁଲି ଲୋକଙ୍କୁ ଭେଟିବାସହ ଆଶୀର୍ବାଦ ଭିକ୍ଷା କରିଥିଲେ ।

 ଶୁଭେନ୍ଦୁ ଙ୍କ ନିଆରା ପ୍ରଚାର ଭୋଟରଙ୍କୁ ଆକୃଷ୍ଟ କରୁଛି ଓ ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.