Take a fresh look at your lifestyle.

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

0 76

Get real time updates directly on you device, subscribe now.

ଭୁବନ : ବେରୋଜଗାର ଯୁବକ , ଯୁବତୀ ମାନଙ୍କୁ ଆତ୍ମନିଯୁକ୍ତି ସହ ରୋଜଗାର ସୁବିଧା ସୁଯୋଗ ଯେଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଓରମାସ ଏବଂ ଡିଡିୟୁ-ଜିକେୱାଇ ସହଭାଗିତାରେ ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି ।

ଏହି କ୍ରମରେ ଆଜିଭୁବନ ବ୍ଲକ ପରିସରରେ ଦିନ୍ ଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ବିଡିଓ କଲ୍ୟାଣ ସୌରଭ ଦାଶ , ବିପିଏମ ଓଏଲଏମ ବସନ୍ତ କୁମାର ଦାସ , ଓରମାସ ଜିଲ୍ଲା ସଂଯୋଜକ ଦିନେଶ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମୁଦାୟ ୧୮୧ ଜଣ ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.