Take a fresh look at your lifestyle.
Yearly Archives

2023

ପୋଲ ତଳକୁ ଖସି ପଡିଲା ବସ, ଦୁଇ ମହିଳା ମୃତ,30 ଆହତ

ଢେଙ୍କାନାଳ: ସଦର ଥାନା ସିମିନଇ ନିକଟ ପାଞ୍ଚପଟି କେନାଲ ବ୍ରିଜ ତଳ କୁ ଏକ ଟୁରିଷ୍ଟ ବସ ଖସିପଡିବାରୁ  ଘଟଣାସ୍ଥଳ ରେ ଦୁଇ ମହିଳା ଙ୍କ ମୃତ୍ୟୁ ହୋଇଛି | ବସ ରେ ଥିବା 30 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ20 ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ବଡ଼…

ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା- 2023

ଢେଙ୍କାନାଳ :ଶିକ୍ଷା ବିକାଶ ସମିତି ଓଡିଶା ମଧ୍ଯ ସମ୍ଭାଗ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା -2023' ଚାଉଳିଆ ଖମାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ଯଶାଳାରେ ଢେଙ୍କାନାଳ ଜିଲ୍ଲାରେ ପରିଚାଳିତ ମୋଟ 39 ଟି ସରସ୍ଵତୀ…

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

କୋଣାର୍କ:୨୦୨୨-୨୬ ଶିକ୍ଷାବର୍ଷ ପାଇଁ ନୂତନ ଭାବେ ଆସିଥିବା ପ୍ରଥମ ବର୍ଷର କଳା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଓ ସ୍ୱାଗତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଶିଳ୍ପୀ ଚନ୍ଦ୍ରଶେଖର ମହାରଣl ଓ ଶିକ୍ଷାବିତ୍ ବିଜୟ କୁମାର ପଣ୍ଡା ଯୋଗ…

ପଞ୍ଚାୟତରାଜ ପ୍ରତିନିଧି ଙ୍କ ତ୍ରି-ଦିବସିୟ ପ୍ରଶିକ୍ଷଣ

ପରଜଙ୍ଗ : ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ତାଲିମ ଅନୁଷ୍ଠାନ ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ସହାୟତା ରେ ସ୍ବେଛାସେବୀ ସଂଗଠନ ଇଡ଼ିଅଟ ପକ୍ଷ ରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପାଣିଗେଙ୍ଗୁଟିଆ ର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଠାରେ…

ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କ ପରଲୋକ

କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅଧୀନ ଛଇତନା ହରିଶ୍ଚଚନ୍ଦ୍ର ସ୍ମୃତି ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା କୁମାରୀ ସାହୁ (୫୦)ଙ୍କ ପରଲୋକ ହୋଇଯାଇଛି। ପ୍ରାୟ ଦେଢ଼ବର୍ଷ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ସପ୍ତାହେ ହେଲା ଭୁବନେଶ୍ବରର ଏକ ଘରୋଇ…

କୋଣାର୍କ ବରିଷ୍ଟ ନାଗରିକ ମହାମଞ୍ଚ ପକ୍ଷରୁ ମକର ମିଳନ

କୋଣାର୍କ : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ବାଇଁଙ୍କ…

ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ

କୋଣାର୍କ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଛି ୯ବମ ଚନ୍ଦ୍ରଭାଗା କବିତା ଉତ୍ସବ। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ କବି…

ଆଇଆଇଏମ୍‍ସିରେ ଫିଲ୍ମି ଚକ୍କର-୪ ଆରମ୍ଭ ,ସ୍ଥାୟୀ ନୁହେଁ ‘ଷ୍ଟାରଡମ୍‍’

ଢେଙ୍କାନାଳ: ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଅପପୁଷ୍ଟି, ନିରକ୍ଷରତା ଆଦି…

ପ୍ରତୀକ ମେମୋରିଆଲ ଫୁଟବଲ୍ କପ ମ୍ୟାଚ : ୪-୨ ଗୋଲରେ ଚମ୍ପିୟାନ ହେଲା ଭୁବନେଶ୍ୱର ସଂଘର୍ଷ ଦଳ

ଢେଙ୍କାନାଳ:ଢେଙ୍କାନାଳ ସହରର ଯୁବ ଉଦୀୟମାନ ଫୁଟବଲ ଖେଳାଳୀ ପ୍ରତିକ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରତୀକ ମେମୋରିଆଲ ଫୁଟବଲ ମ୍ୟାଚ ଢେଙ୍କାନାଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ କଟକର ବିଡାନାସୀ ଓ ଭୁବନେଶ୍ୱରର ସଂଘର୍ଷଙ୍କ ମଧ୍ୟରେ ହୋଇଥିବା ବେଳେ ଉଭୟ ଦଳ ନିର୍ଦ୍ଧାରିତ ସମୟ…

ଢେଙ୍କାନାଳ ମକୁଟ ବିହୀନ ସମ୍ରାଟ ଥିଲେ ଡଃ. ବିଧାନ ମିଶ୍ର

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନ୍ଜୀବୀ ଓ ସାହିତି୍ୟକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ କବି ଓ ଲେଖକ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ…