Take a fresh look at your lifestyle.
Yearly Archives

2023

ମହୋତ୍ସବ କଳା ସଂସ୍କୃତି କୁ “ଉଜ୍ଜୀବିତ ରଖିବା ସହ ଭାଇଚାରା ସୃଷ୍ଟି କରିଥାଏ “

ଭୁବନ : ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ଙ୍କ ପବିତ୍ର ପୀଠ ରେ ପ୍ରଥମ ଥର ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଥିବା ଭୁବନ ବୁଦ୍ଧେଶ୍ଵର ମହୋତ୍ସବ ର ସୋମବାର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ…

କାମାକ୍ଷାନଗର ରେ ସମ୍ବିଧାନ ଦିବସ ପାଳିତ

ଢ଼େଙ୍କାନାଳ ୨୬/୧୧- ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗଡଜାତ ଭବନରେ ଆଜି ଭାରତୀୟ ସମ୍ବିଧାନ ଦିବସ, ଡ଼ଃ ବି ଆର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ କାମାକ୍ଷାନଗର ଓ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଓଡିଶା ତରଫରୁ  ପାଳିତ ହୋଇଯାଇଛି। ସଙ୍ଘ ତରଫରୁ ସମ୍ବିଧାନ ସଚେତନତା ପାଇଁ…

କପିଳାସ ମହୋତ୍ସବ ୨୦୨୩ ଉଦଘାଟିତ

ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୧ବର୍ଷ ପୂର୍ତ୍ତି ଅବସରରେ ୫ମ କପିଳାସ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଅତିଥିମାନଙ୍କ ଦ୍ୱାରା ମଶାଲରେ ଅଗ୍ନି ସଂଯୋଗ କରିଥିଲେ, ପରେ ମନ୍ଦିର ବେଢ଼ା ପରିକ୍ରମା…

ମହିମା ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ପାଳନ

ମହିମାଗାଦି, ତା ୨୪.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ଯରେ ସାମ୍ପ୍ରଦାୟିକ ସଦଭାବନା…

ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାୟତରେ କମ୍ବଳ ଓ ଚାଦର ବଂଟନ

ଢେଙ୍କାନାଳ: ସମାଜସେବୀ ତଥା ଆଇନ୍ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ସହାୟତାରେ ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାତର ବିଧବା, ଅସହାୟ, ଗରିବ ଏବଂ ବିକଳାଙ୍ଗ ମାନଙ୍କୁ ପ୍ରାୟ ୫୦୦ ଜଣଙ୍କୁ କମ୍ବଳ ଓ ଚାଦର ବଂଟନ କରାଯାଇଛି । ବଣସିଂହ ସରପଂଚ ପ୍ରମିଳା ବେହେରା ଓ ରାଧାଦେଈପୁର ପଂଚାୟତର ସରପଂଚ…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରେ ରାସ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାସ ଉତ୍ସବ ପାଳିତ ହୋଇଯାଇଛି । ଦଶମୀ ଦିନ ଅଧିବାସ ପୂଜା କରାଯାଇଥିଲା ଓ ପାଞ୍ଚ ଦିନ ଧରି ଏହି ରାସ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯିବ । ପ୍ରତେକ ଦିନ ରାତ୍ର ଧୂପ ପରେ ମଦନ ମୋହନ ରାସ ବେଦୀକୁ ବିଜେ…

ଏକଘରିଆ ଠାରେ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞ

ଢେଙ୍କାନାଳ :୨୩.୧୧.୨୩ ଶରଣ ଶ୍ରୀକ୍ଷେତ୍ର ଏକ ଘରିଆ ଠାରେ ଶାକଦୀପ ସୌର ବ୍ରାହ୍ମଣ ପରିଷଦ ତରଫରୁ ଏକ ଦିବସୀୟ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଏହି ଯଜ୍ଞlନୁଷ୍ଠାନରେ ଢେଙ୍କାନାଳ ଅନୁଗୋଳ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ସୌର ବ୍ରାହ୍ମଣ ପରିବାର ସଦସ୍ୟ…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ନୂତନ ବସ୍ତ୍ର ଗରୁଡ଼ ଙ୍କୁ ତୁଳସୀ ମାଳ ପୁଲ , ଖଇ , ଲୁଣ ଘିଅ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା । ପୂଜକ ମନ ସୁମନ ମିଶ୍ର , ପୂଜକ ଶ୍ରୀବତ୍ସ…

ଟ୍ରକ୍ ଧକ୍କାରେ ମହିଳା ମୃତ

ଢେଙ୍କାନାଳ ସଦର,୨୨ା୧୧(ନି.ପ୍ର): ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟୀଠାରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନ ୧୨ଟାରେ ନିଜ…

ଢେଙ୍କାନାଳ ସଦର ବ୍ଲକ୍ ଘେରିଲା ବିଜେପି

ଢେଙ୍କାନାଳ ସଦର,୧୮ା୧୧(ନି.ପ୍ର):  ଓଡିଶା ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଶନିବାର ବିଜେପି ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ଘେରାଉ କରାଯାଇଥିଲା । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ହନୁମାନ ବାଟିକାରୁ କାର୍ଯ୍ୟକର୍ତାମାନେ ଏକ ବିଶାଳ ରାଲିରେ…