Take a fresh look at your lifestyle.

ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାୟତରେ କମ୍ବଳ ଓ ଚାଦର ବଂଟନ

0 10

Get real time updates directly on you device, subscribe now.

ଢେଙ୍କାନାଳ: ସମାଜସେବୀ ତଥା ଆଇନ୍ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ସହାୟତାରେ ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାତର ବିଧବା, ଅସହାୟ, ଗରିବ ଏବଂ ବିକଳାଙ୍ଗ ମାନଙ୍କୁ ପ୍ରାୟ ୫୦୦ ଜଣଙ୍କୁ କମ୍ବଳ ଓ ଚାଦର ବଂଟନ କରାଯାଇଛି ।

ବଣସିଂହ ସରପଂଚ ପ୍ରମିଳା ବେହେରା ଓ ରାଧାଦେଈପୁର ପଂଚାୟତର ସରପଂଚ ଟୁନିସ୍ୱିନୀ ବାରିକ ଓ ଉପସ୍ଥିତି ଓ ଆଦର୍ଶ ୟୁଥ୍ କ୍ଲବ୍ର ସମସ୍ତ ସଭ୍ୟଙ୍କ ସାହାର୍ଯ୍ୟରେ ଶୀତବସ୍ତ୍ର ଓ ଚାଦର ସହିତ ଅନ୍ନ ପ୍ରସାଦ ବଂଟନ କରାଯାଇଥିଲା ।

ଏହା ଏକ ସମାଜସେବା କାର୍ଯ୍ୟକ୍ରମ, ଏହା ସମସ୍ତଙ୍କୁ ଏକ ବାର୍ତା ଯାହାକି ଗରିବ ଲୋକଙ୍କୁ ସାହାଯ୍ୟ କରିବା ସମସ୍ତଙ୍କର କର୍ତବ୍ୟ ଏବଂ ଦାୟିତ୍ୱ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ,

। ଏହି କାର୍ଯ୍ୟକ୍ରମରେ ବଣସିଂହ ପଂଚାୟତର ଜଳନ୍ଧର ବେହେରା, ପ୍ରତାପ ବେହେରା ଏବଂ ଅନ୍ୟାନ୍ୟ ସମାଜସେବୀଙ୍କର ସହାୟତା ମଧ୍ୟ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଧାଦେଈପୁର ପଂଚାୟତର ଅଭିଷେକ୍ ବାରିକ୍, ଭବାନୀ ଶଙ୍କର ଦାସ, ସତ୍ୟ ପ୍ରକାଶ ବାରିକ, ଚିକୁ ବାରିକ୍ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କର ସହାୟତା ରହିଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.