Take a fresh look at your lifestyle.
Monthly Archives

May 2023

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ବୈଠକ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପୁରାତନ ଛାତ୍ର କମିଟି ବୈଠକ ବିଦ୍ୟାଳୟ ସଭାଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ୧୯୫୬ ମସିହାରେ ପ୍ରତିଷ୍ଠିତ…

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦିନବନ୍ଧୁପୁର ଅଂଚଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଉଭୟ ନବମ ଓ ଦଶମ ଶ୍ରେଣୀରେ ୧୧୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପାଠପଢା ନିମନ୍ତେ ୮ଜଣ ଶିକ୍ଷକଙ୍କ ମଧ୍ୟରୁ…

ପ୍ରାଥମିକ ବିଦ୍ୟାଳୟକୁ ସରପଂଚ ଭଡାରେ ଲଗାଇବା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତର ମହିନ୍ଦ୍ରପୁର ଉ.ପ୍ରା. ବିଦ୍ୟାଳୟର ସରକାର ବନ୍ଦ କରିଦେଇଛନ୍ତି । ବନ୍ଦ ହେବା ପରେ ବିଦ୍ୟାଳୟକୁ ଗଦାଶିଳା ସରପଂଚଙ୍କ ତତ୍ୱାବଧାନରେ ରହିଛି । ସରପଂଚ ଗ୍ରାମ୍ୟ କମିଟିକୁ ନଜଣାଇ ମନମୁଖୀ ଭାବେ ବେସରକାରୀ…

ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ୍କ୍ରସ୍ର…

ନବନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟବ୍ୟାପୀ ଲୋକ ସଂପର୍କ ଅଭିଯାନ

ଢେଙ୍କାନାଳ: ନବନିର୍ମାଣ କୃଷକ ସଂଗଠନ ତରଫରୁ ଅକ୍ଷୟତୃତୀୟା ରୁ ଆରମ୍ଭ ହେଇଥିବା ଏକ ରାଜ୍ୟବ୍ୟାପୀ ଲୋକ ସମ୍ପର୍କ ଅଭିଯାନ ଢେଙ୍କାନାଳ ଜିଲ୍ଲା ରେ ଆଜି ଆସି ପହଞ୍ଚିଥିଲା । ଅଶ୍ୱିନୀ କୁମାର ଜିଲ୍ଲା ପ୍ରଭାରୀ ଙ୍କ ନେତୃତ୍ୱ ରେ ମେରାମୁଣ୍ଡଳି ଭୂଷଣ ପାଖରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବନିର୍ମାଣ…

ଦଶମ ମହିମା ଜ୍ୟୋତିଯାତ୍ରା ଉଦ୍ଘାଟିତ

ଢେଙ୍କାନାଳ : ଦଶମ ବାର୍ଷିକ ମହିମା ବ୍ରହ୍ମଜ୍ୟୋତି ଯାତ୍ରା ପରିକ୍ରମା ମହୋତ୍ସବ ରବିବାର ମହିମାଗାଦିରୁ ଆରମ୍ଭ ହୋଇଛି । ଏହି ଅବସରରେ ପବିତ୍ର ବ୍ରହ୍ମଜ୍ୟୋତିଙ୍କ ଏକ ସୁସଜିତ ଗାଡିରେ ମହାନିତ୍ୟ ସାଧୁଭକ୍ତ ମଣ୍ଡଳୀ ଏବଂ ମହିମା ସନ୍ନାସୀମାନେ ପ୍ରଥମେ କାଇମାଟି ପର୍ଯ୍ୟନ୍ତ ଆସିଥିଲେ । କାଇମାଟି…

ଆନନ୍ଦ ମାର୍ଗ ପ୍ରଚାରକ ସଂଘ ତରଫରୁ ଦହି ସର୍ବତ ବଂଟନ

ଢେଙ୍କାନାଳ: ଆନନ୍ଦ ମାର୍ଗ ପ୍ରଚାରକ ସଂଘ ତରଫରୁ ଦହି ସର୍ବତ ବଂଟନ ଢେଙ୍କାନାଳ, ତା.୦୫.୦୫.୨୦୨୩ରିଖ : ଆନନ୍ଦମାର୍ଗର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦ ମୂର୍ତିଜୀଙ୍କର ୧୦୨ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆନନ୍ଦମାର୍ଗ ପ୍ରଚାରକ ସଂଘ ଢେଙ୍କାନାଳ ଶାଖା ତରଫରୁ ବୈଶାଖ ପୂର୍ଣ୍ଣିମା ଅବସରରେ…

ସାମାଜିକ ବିପ୍ଲବର ସୂତ୍ରଧର ସନ୍ଥ ଭୀମଭୋଇ

ଯୋରନ୍ଦା: ମହିମାଗାଦୀ ପୀଠ ଯୋରନ୍ଦା କୌପୀନଧାରୀ ମହିମା ସମାଜର ସଭାଗୃହରେ ସନ୍ଥକବି ମହାତ୍ମା ଭୀମଭୋଇଙ୍କ ଜୟନ୍ତୀଙ୍କ ଜୟନ୍ତୀ କନ୍ଦର୍ପ ବାବାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହିମା ଜ୍ୟୋତିଯାତ୍ରାର ସଂଯୋଜକ ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ରଥ ଏଥିରେ ମୁଖ୍ୟ…

ନାବାଳିକାକୁ ଗର୍ଭବତୀ କରିବା ଘଟଣା, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍

ଢେଙ୍କାନାଳ : ଢେଙ୍କାନାଲ ଜିଲ୍ଲା କାମାକ୍ଷାନଗର ଥାନା ଅଂଚଳରେ ଗତ ୨୦୨୧ମସିହାରେ ଏକ ନାବାଳିକାକୁ ପ୍ରଲୋଭିତ କରି ଗର୍ଭବତୀ କରିବା ମାମଲାର ଆଜି ଶୁଣାଣି କରି ଫାଷ୍ଟ ଟ୍ରାକ୍ ସ୍ପେସାଲ୍ (ପୋକ୍ସୋ) କୋର୍ଟ ବିଚାରପତି ସୂର୍ଯ୍ୟମଣି ମହାପାତ୍ର ମାଣିତ୍ରି ଗ୍ରାମର ନିର୍ମଳ ମହାରଣାକୁ ୧୦ବର୍ଷ…

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ହଲ୍ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି, ଆସନ୍ତା କାଲି ୭…