Take a fresh look at your lifestyle.
Monthly Archives

May 2023

ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ

ଢେଙ୍କାନାଳ : ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ ଗଁଦିଆ ତା ୨୧/୫/୨୩--ଗଁଦିଆ ଅଂଚଳରେ ଜଣେ ନା ବଳିକାକୁ ଧର୍ଷଣଅଭିଯୋଗରେ ପୋଲିସଜଣକୁଗିରଫକରିଛି। ପୋଲିସ ଠାରୁ ପ୍ରକାଶ ଗଁଦିଆଥାନାଅନ୍ତର୍ଗତ ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ ଅଧିନ(କଲଣସାହି)ରଜଣେ ୬ ବର୍ଷର ନାବାଳିକା ୧୯…

ଶ୍ରୀ ଜଗନ୍ନାଥ ସେବା ପରିଷଦ ଅପବିତ୍ର ରଥକାଠର ପବିତ୍ରୀକରଣ କରାଯାଉ

ଢେଙ୍କାନାଳ : ରଥଗଡା ଠାରେ ଆଗାମୀ ରଥଯାତ୍ରା ଉପଲକ୍ଷେ ରଖାଯାଇଥିବା ରଥକାଠ ଉପରେ ଯୋତାଚପଲ ମାଡି ଚଢିବା, ଅଇଁଠା ପତ୍ର ଓ ଆମିଷ ଦ୍ରବ୍ୟ ପଡିବା ଆଦି କାରଣରୁ ଏହା ସଂପୂର୍ଣ୍ଣ ଅପବିତ୍ର ହୋଇପଡିଛି । ଏଥିପାଇଁ ବିହିତ ପବିତ୍ରୀକରଣ କାର୍ଯ୍ୟ ରାଜପୁରୋଧା ପଂଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ…

କୋଣାର୍କ ଭଗବତୀ ମହାବିଦ୍ୟାଳୟର କିରାଣୀ ଅଭିନବ ଉପାୟରେ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

କୋଣାର୍କ: କୋଣାର୍କରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗଢି ଉଠିଥିବା ୧୯୭୮ ମସିହାରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟଟି ବିଭିନ୍ନ ସମୟରେ ନ୍ୟସ୍ତସ୍ବାର୍ଥପର ଗୋଷ୍ଠୀର ଶିକାର ହୋଇ ଆସିଛି । ଏବେ ଏକ ଜ୍ବୋଳନ୍ତ ଉଦାହରଣ ସାମ୍ମାକୁ ଆସିଛି । ଏହି ମହାବିଦ୍ୟାଳୟରେ…

ଇନର ହୁଇଲ କ୍ଲବ କପିଳାସ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ ପ୍ରତିଭା ଅନ୍ବେଷଣ ସିଜିନ ଟୂଅନୁଷ୍ଠିତ ହୋଇଯାଇଅଛି।

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ଦ୍ୱାରା ଆୟୋଜିତ ପ୍ରତିଭା ଅନ୍ବେଷଣ ସିଜିନ ଟୂ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାର ପୂର୍ବାହ୍ନ ଅଧିବେଶନ କୁ ଦିନ ୧୦ଟା ସମୟରେ ଇନର ହୁଇଲ ଡିଷ୍ଟ ୩୨୬ ର ସେକ୍ରେଟାରୀ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଏବଂ ପି ଡି ସି…

ରପୋଡିର ବିପନ୍ନ ୧୪ ପରିବାରକୁ ସାଂସଦଙ୍କ ସହାୟତା

ଢେଙ୍କାନାଳ, : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମରେ ଗତ କିଛିଦିନ ତଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୧୪ଟି ପରିବାରର ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିଲା । ଖବର ପାଇ ସାଂସଦ ମହେଶ ସାହୁ ପୂର୍ବରୁ ବିପନ୍ନ ପରିବାରଙ୍କୁ ଟାଟା ଷ୍ଟିଲ୍ ମେରାମୁଣ୍ଡଳୀର…

ପୁଣି ଜଣକୁ ମାରିଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଯୋରନ୍ଦା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁ ରେ ଜଣେ ବ୍ୟକ୍ତି ଙ୍କୁ ଶୁକ୍ରବାର ଦିନ ୨ଟା ଦେ ଦନ୍ତା ହାତୀ ଦଳି ମରି ଦେଇଛି | ମୃତ ବ୍ୟକ୍ତି ହେଉଛନ୍ତି ସନାତନ ସାମଲ ଙ୍କୁ ପୁଅ କହ୍ନେଈ ସାମଲ ବୋଲି ଜଣା ପଡିଛି | ହାତୀ ଆକ୍ରମଣ ରେ ଲୋକ ମାନେ…

କୋଣାର୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ମିଳିଲା ନୂଆ ଆମ୍ବୁଲାନ୍ସ

କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆଜି ମିଳିଛି ନୂଆ ୧୦୮ ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସକୁ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ…

ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ।

କୋଣାର୍କ : କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀଙ୍କ ପୀଠରେ ସବିତ୍ରୀ ବ୍ରତ ପାଳନ କରାଯାଇଛି । ଆଜିର ପବିତ୍ର ଦିନରେ କିନ୍ନର ମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ନିରୋଗ କାମନା କରି ମା'ଙ୍କ ନିକଟରେ ପୂଜାର୍ଚନା କରିବା ସହ ବ୍ରତ ଧାରଣ କରିଥିଲେ |…

ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲ

ବାଲେଶ୍ଵର: ସ୍ଵତନ୍ତ୍ର ପକ୍ସୋ କୋର୍ଟ ଦ୍ଵାରା ନାବାଳିକା ବଳାତ୍କାର ମାମଲାରେ ଜଣେ ଶିକ୍ଷକ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କାଜୋରିମାନା , ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏହାସହ ନାବାଳିକା ଙ୍କ ପରିବାର କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪…

ସରଗମ୍ ନୃତ୍ୟ ଅନୁଷ୍ଠାନର ମହୋତ୍ସବ ଉଦଯାପିତ

ଢେଙ୍କାନାଳ : କେବଳ ପାଠପଢ଼ା ନୁହେଁ । ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜଣେ ପ୍ରତିଭାବାନ୍ ହୋଇପାରିବେ । ଦେଶ ଓ ରାଜ୍ୟରେ ସୁନାମ ଆଣିପାରିବେ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସରଗମ୍ ଡ୍ୟାନ୍ସ ଏକାଡେମୀର ନୃତ୍ୟ ମହୋତ୍ସବରେ ମତବ୍ୟକ୍ତ କରିଛନ୍ତି । ଢେଙ୍କାନାଳ ମିନି…