ଭୁବନ ବ୍ଲକରେ ଭୋଟ ଆଜି : ୩୯ ଟି ଅତି ଉତେଜନା ପ୍ରବଣ ବୁଥରେ ସିସିକ୍ୟାମେରା ଲଗାଇବାକୁ ଦାବି
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆସନ୍ତାକାଲି ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣହେବ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ପାର୍ଟି ସମସ୍ତ ବୁଥ ରେ ପହଁଚି ସାରିଛନ୍ତି ।
ବୁଥ ରେ ପୋଲିସ ସୁରକ୍ଷା ବନେ୍ଦାବସ୍ତ ମଧ୍ୟ…