ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ ପବିତ୍ର ଈଦ୍-ଉଲ୍- ଅଜହା
ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା)ର ସମାପ୍ତିକୁ ଚିହ୍ନିତ କରେ। ବଳିଦାନର ଏହି ପର୍ବଟି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ…