Take a fresh look at your lifestyle.
Yearly Archives

2022

ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ

ଭୁବନ : ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଥାନା ଛକ ନିକଟରେ ସଡକ ଦୁର୍ଘଟଣାରେ କଳିଙ୍ଗ ଟିଭି ର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦) ଙ୍କର ଅକାଳ ବିୟୋଗ ହୋଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ,ଆଜି ସୋମବାର ସକାଳ ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ଜନଶୁଣାଣି…

ପ୍ରାକ୍ତନ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଶୋକ

ଢେଙ୍କାନାଳ : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ପ୍ରାକ୍ତନ କଂଗ୍ରେସ୍ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକଟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନରସିଂହ ରାଓଙ୍କ ସରକାରରେ ସୁବାଷ ବାବୁ ସଂସଦରେ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ…

ନୀରଜ ଚୋପ୍ରାଙ୍କ ରୌପ୍ୟ ପଦକ ହାସଲ, ଢେଙ୍କାନାଳ ସାଂସଦଙ୍କ ଅଭିନନ୍ଦନ

ଢେଙ୍କାନାଳ : ବର୍ମିଂହାମ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡାରେ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବ ଆଣିଛି । ଏବେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡା -୨୦୨୨ ଜାଭ୍ଲିନ୍ ଥ୍ରୋ ରେ ୮୮.୧୩ ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । କିନ୍ତୁ ତିନି…

ଭୁବନ ମହିଳା ବିଜେଡି ତରଫର ଚାରାରୋପଣ

ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶକ୍ରମେ ଦଳ ତରଫରୁ ସାରା ଓଡିଶାରେ ଚାରାରୋପଣ , ରକ୍ତଦାନ ଭଳି ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି କ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ…

ଗୁଡିସାହି-ଅନ୍ଧାରୀ ରାସ୍ତା ବର୍ଷା ଦିନରେ ବେହାଲ,ଯାତାୟାତ ସମ୍ଭବ ନୁହେଁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅଧିନ ଗୁଡିସାହି ଓ ଅନ୍ଧାରି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ…

ହତ୍ୟାକାରୀ ଜ୍ବାଇଁ ଗିରଫ ହେଇ କୋର୍ଟ ଚାଲାଣ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ପଞ୍ଚାୟତ ଗୁଡି ସାହିରେ ଗତକାଲି ସାମାନ୍ୟ ବଚସାକୁ ନେଇ ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଶଶୁର ଗୁଡି ସାହିର ପର୍ଶୁରାମ ବାରିକ(୬୦) । ଏ ସଂକ୍ରାନ୍ତରେ ମୃତ ପର୍ଶୁରାମ ବାରିକଙ୍କ…

ଗାଡି ଧକ୍କାରେ ନାବାଳିକାର ମୃତ୍ୟୁ: କ୍ଷତିପୂରଣ ଦାବିରେ ମଣିପୁର ଠାରେ ରାସ୍ତାରୋକ

ଭୁବନ : ଭୁବନ - ଢେଙ୍କାନାଳ ପୂର୍ତ ବିଭାଗ ରାସ୍ତାର ମଣିପୁର ଛକ ଠାରେ ଗତ ଗୁରୁବାରସକାଳେକାର ଧକ୍କାରେ ଗୁରୁତର ହୋଇଥିବା ନାବାଳିକାର ଆଜିମୃତ୍ୟୁ ହୋଇଯାଇଥିଲା । କ୍ଷତିପୂରଣ ଦାବିରେ ଅପରାହ୍ନ ୫ ଘଟିକା ସମୟରୁ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ…

ଧାନ ମଣ୍ଡିର ସମସ୍ୟା ନେଇ ୭ଘଣ୍ଟା ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ନିବୃତ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଦିଆ ବ୍ଲକ ଷଡ଼ଙ୍ଗୀ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣା ବିକା କୁ ନେଇ ସମସ୍ୟା କାରଣରୁ ଶନିବାର ଷଡ଼ଙ୍ଗୀ କଲେଜ ଛକରେ ୭ଘଣ୍ଟା ରାସ୍ତା ଅବରୋଧ ରଖାଯାଇଥିଲା । ରାସ୍ତା ଅବରୋଧ ଯୋଗୁଁ ଢେଙ୍କାନାଳ ଜିଲା ସଦର ମହକୁମା ସମେତ ଭୁଵନ ,…

ଯୁବକଙ୍କ ଅକାଳ ବିୟୋଗ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ଗ୍ରାମର ନରେଶ ବେହେରା(୩୨) ଙ୍କ ଦେହ ଅସୁସ୍ଥତା ହେବାରୁ ତାଳଚେର କ୍ରିଷ୍ନା କ୍ଲିନିଙ୍ଗ କୁ ଗତକାଲି ରାତି ୯ ଟା ବେଳେ ଚିକିତ୍ସା ପାଇଁ ନିଆ ଯାଇଥିଲା ବେଳେ ଅଧିକ ଗୁରୁତର ହେବାରୁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ଚିକିତ୍ସା କରିବା…

ରାଷ୍ଟ୍ରୀୟ ରୋଜଗାର ନୀତି ଆଇନ୍ ପ୍ରଣୟନ ପାଇଁ ଅଗଷ୍ଟ ୧୬ରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ସଂଯୁକ୍ତ ରୋଜଗାର ଆନେ୍ଦାଳନ…

ଢେଙ୍କାନାଳ: ଢେଙ୍କାନାଳର ଐତିହାସିକ ଗାନ୍ଧି ମନ୍ଦିର ଠାରେ ସଂଯୁକ୍ତ ରୋଜଗାର ଆନେ୍ଦାଳନ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ରାଜ୍ୟ ଆବାହକ ସରୋଜ କୁମାର ଶତପଥୀ ଏବଂ ଯୁଗ୍ମ ଆବାହକ ସୀତାଂଶୁ ସାହୁ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଉଫୁନାର ରାଜ୍ୟ ଅଧ୍ୟକ୍ଷ…