ମହିମା ମହାବିଦ୍ୟାଳୟ ଯୋରନ୍ଦାରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ଢେଙ୍କାନାଳ : ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାଦ୍ବାରା "ଜାତୀୟ ସେବା ଯୋଜନା ଦିବସ" ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କଦ୍ଵାରା ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି ବାହାରି ଯୋରନ୍ଦା, ନାଟିମା, ଯାମୁସରା ଓ ନୁଆସାହି ଆଦି…