ସେଂଟ୍ ଜାଭିୟର୍ସ ହାଇସ୍କୁଲ ପକ୍ଷରୁ ଚନ୍ଦ୍ରାୟନ-୩ ସଫଳତା ପାଇଁ ଶୁଭେଛା ପଦଯାତ୍ରା
ଢେଙ୍କାନାଳ : ଢେଙ୍କାନାଳ ସେଂଟ୍ ଜାଭିୟର ହାଇସ୍କୁଲ ପକ୍ଷରୁ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ର ସଫଳ ଅବତରଣ କରିଥିବାରୁ ଇସ୍ରୋ ବୈଜ୍ଞାନୀଙ୍କ ମାନକୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ଉଦେ୍ଦଶ୍ୟରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଥିଲା ।
ଶୋଭାଯାତ୍ରାରେ ଚନ୍ଦ୍ରାୟନ -୩ ର ଅବିକଳ ପ୍ରକଳ୍ପ…