Take a fresh look at your lifestyle.

ସଞ୍ଜୟ କଲୋନୀ ଆକ୍ରମଣ ଘଟଣାରେ ଜଣେ ଗିରଫ

ଢେଙ୍କାନାଳ : ଗତ 19 ତାରିଖରେ ଢେଙ୍କାନାଳ ସଞ୍ଜୟ କଲୋନୀ ରେ ସଂଗଠିତ ହୋଇଥିବା ଆକ୍ରମଣ ଘଟଣା ପୁଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି | ଅନ୍ୟ ଅଭିଯୁକ୍ତ ମାନେ ଏଯାଏ ଗିରଫ ହୋଇ ନାହାନ୍ତି | ଗାଁ ରା ପ୍ରକାଶ ନାଏକ ଙ୍କୁ ମାଡ ମାରି ନରେଶ ପଧାନ ଆହତ କରି ଥିଲେ। କେବଳ ନରେଶ  ନୁହେଁ ଚାରିଜଣ…

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ

ଯୁଯୁମୁରା : ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତାଙ୍କ କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର,ସୁବର୍ଣ୍ଣପାଲି, ଝଙ୍କରପାଲିସ୍ଥିତ…

ଢେଙ୍କାନାଳରେ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ-୨୦୨୧ ଅନୁଷ୍ଠିତ

ଢେଙ୍କାନାଳ: ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଠାରେ କାଶିଆଡିହିର ଉକ୍ରଳମଣି ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଳନ ଅବସରରେ ତୃତୀୟ"ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ' ଅନୁଷ୍ଠିତ ହୋଇଯାଇଛି । ଏହି ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବରେ ଅବସରପ୍ରାପ୍ତ ସିବିଆଇ…

ବିବାହ ଆୟୋଜନକାରୀଙ୍କ ନାମରେ ଥାନା ରେ ମାମଲା ରୁଜୁ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ କୋଭିଡ କଟକଣା ଉଲଂଘନ କରି ବିବାହ ଶୋଭାଯାତ୍ରା କୁ ରୋକିଛି ପୁଲିସ । ଥାନା ଅଧିକାରୀ ସୈାଭାଗ୍ୟ କୁମାର ସ୍ୱାଇଁ ଶୋଭାଯାତ୍ରା ରୁ ଉଚ୍ଚ ଶବ୍ଦ ସମ୍ପର୍ଣ୍ଣ ବଡକାଠ ବାଇଦ ଏବଂ ଶୋଭାଯାତ୍ରା ରେ ନିଆଯାଉଥିବା ଅନ୍ୟ ଉପକରଣ କୁ ଜବତ କରିଥିବା ସୂଚନା…

ହକି ଖେଳ ଉଦଯାପନ: ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି

 ଭୁବନେଶ୍ୱର : ହକି ଖେଳ ଉଦଯାପନୀ ଦିବସ ରେ ସଫଳତମ ଦଳ ଜର୍ମାନିକୁ ରୋମାଞ୍ଚକ ଫାଇନାଲ୍‌ରେ ୪-୨ ଗୋଲ୍‌ରେ ପରାସ୍ତ କରି କଳିଙ୍ଗ ଷ୍ଟାଡ଼ିୟମ ସଂଘର୍ଷପୂର୍ଣ୍ଣ ଫାଇନାଲର ଆର୍ଜେଣ୍ଟିନା ନିର୍ଣ୍ଣାୟକ ତୃତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ନିଜ କବ୍‌ଜାକୁ ନେଇଯାଇଥିଲା। ଲାଟାରୋ ଡୋମିନେ ମ୍ୟାଚ୍‌ର…

ତପୋବନ ପୀଠରେ ଶୁଭାରମ୍ଭ  ହେଲା ମହିମାସ୍ୱାମୀଙ୍କ ଯୋଗନିଦ୍ରା ଉତ୍ସବ 

ଢେଙ୍କାନାଳ: ମାର୍ଗଶୀର ଶୁକ୍ଲ ଦ୍ୱିତୀୟା ତିଥିରେ ପ୍ରବୂଧଗୁରୁ ମହିମାସ୍ୱାମୀଙ୍କ ୨୧ଦିନ ବ୍ୟାପୀ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ରବିବାର ତାଙ୍କର ଆତ୍ମଯୋଗ ସାଧନା ପୀଠ ତପୋବନ ମହିମା ବିହାରରେ ଆରମ୍ଭ ହୋଇଛି । ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ ହୋଇ ଉଠିଥିଲା । ଏହି ଦିବସ ପାଳନ…

ସୃଷ୍ଟିଙ୍କ ସଫଳତା: ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନ ଶିକ୍ଷା ସମ୍ମାନରେ ଦ୍ୱିତୀୟ

ଢେଙ୍କାନାଳ : ଉତ୍କଳ ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମ୍ମାନରେ ଢେଙ୍କାନାଳ ଜିନେଇଲ ଗାଁର ଝିଅ ସୃଷ୍ଟି ପାତ୍ର ଙ୍କ ସଫଳତା ବିଭିନ୍ନ ମହଲରେ ଉସôହ ସୃଷ୍ଟି କରିଛନ୍ତି । ଜିନେଇଲ ଗାଁର ସ୍ନେହାଂଶୁ ଶେଖର ପାତ୍ରଙ୍କ ଝିଅ ମଠକରଗୋଳା ମହାବିଦ୍ୟାଳୟ ରେ ଏଜୁକେସନ ଅନର୍ସ ରଖି ପାଠ ପଢୁଥିଲେ । ସେ ଯୁକ୍ତ…

ବିନୋଦ ଦୁଆ ଓ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦଙ୍କ ଶୋକ

ଢେଙ୍କାନାଳ : ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ସ୍ତମ୍ଭକାର ବିନୋଦ ଦୁଆ ଏବଂ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଏହି ଦୁଃଖଦ ସମୟରେ ସହାୟ ହୁଅନ୍ତୁ ଏବଂ ତାଙ୍କ ଅମର…

ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍ ତରଫରୁ ଶ୍ରୀରାମଲୀଳା ମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଲେଖକ ସଂସଦ ଠାରେ ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍,  ତରଫରୁ ଦ୍ୱିତୀୟ ଶ୍ରୀରାମଲୀଳା ମହୋତ୍ସବ ପାଳିତ ହୋଇଯାଇଅଛି । ଏହାର ନିଦେ୍ର୍ଦଶିକା ଆଡଭୋକେଟ୍ ନିରୁପମା ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶ୍ରୀଶ୍ରୀ ରଘୁନାଥଜୀଉ ରାମଲିଳା ନାଟ୍ୟସଂଘ, ରତ୍ନପୁର,…

ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ

ଗଁଦିଆ : ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଥିବାର ଜଣାଯାଇଛି | ମୃତକ ହେଉଛନ୍ତି ବଣିଆପଡା ଗାଁ ରା ରଘୁନାଥ ବାରିକ  ଜଣାପଡିଛି | ଆଉଗୋଟିଏ ଘଟଣା ରେ ଦନ୍ତା ହାତୀ ଦଳି ଦେବାରୁ ଜଣେ…