Take a fresh look at your lifestyle.

ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା

ଢେଙ୍କାନାଳ :ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ପୋଷଣ ମାସ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୩ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର…

କଙ୍କା-ବାଇଁଶିଆ ରାସ୍ତା ଡଉଁରୀ ନାଳ ଉପରେ ପୋଲ ନିର୍ମାଣ ଦାବୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ବାଇଁଶିଆ ପଂଚାୟତ ଅନ୍ତର୍ଗତ କଙ୍କା ଗ୍ରାମର ଜନସାଧାରଣ ବାଇଁଶିଆ ଓ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ସଡକ ମଧ୍ୟରେ ଏକ ମୁଖ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ସରୋଜ କୁମାର…

ସମ୍ବିଧାନ ବଂଚାଅ ଶୀର୍ଷକ ଆଲୋଚନା

ଢେଙ୍କାନାଳ: ଭୁବନ ପାଲାମଣ୍ଡପ ପାଖରେ ସମ୍ବିଧାନ ବଂଚାଅ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ସମାଜବାଦୀ ନେତା ସରୋଜ ଶତପଥୀ ଉଦ୍ଘାଟନ କରି କହିଲେ ଯେ, ଯେଉଁ ମୂଳ ସମ୍ବିଧାନକୁ ବାବା ସାହେବ ଆମ୍ବେଦକର ଏବଂ ଜାତୀୟ ସ୍ତରର ନେତାମାନେ ପ୍ରସ୍ତୁତ କରିଥିଲେ ଏବେ ଏହାକୁ ବିକଳାଙ୍ଗ…

ଜ୍ଞାନେନ୍ଦ୍ର ମିଳିତ ବଜାର ପୂଜା କମିଟି ସଭାପତି

ଢେଙ୍କାନାଳ: ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପରି ସୁନିଆ ବାସୀ ଲକ୍ଷ୍ମୀପୂଜା ପାଇଁ ମିଳିତ ବଜାର ପୂଜା କମିଟିର ମିଳିତ ସଭାପତି ଚୟନ ଶ୍ରୀ ଶ୍ରୀ ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନାବଜାର ପୂଜା କମିଟିର ଆବାହକତ୍ୱରେ ମୀନାବଜାର ମଣ୍ଡପ ଠାରେ ହୋଇଯାଇଅଛି ।ମହାବୀର ବଜାର ସଂପାଦକ ଜ୍ଞାନେନ୍ଦ୍ର…

ଓଡିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

 ଯୋରନ୍ଦା : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ଓଡିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ ଚଳିତ ବର୍ଷର ପ୍ରଥମ ସମ୍ପାନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଅଛି…

ଜାତୀୟ ସେବା ଯୋଜନା ଦିବସ ପାଳିତ

 ଯୋରନ୍ଦା : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ଅଧ୍ୟକ୍ଷ ଡକ୍ଟର ମିଶ୍ର ରକ୍ତଦାନର ମହତ୍ଵ, ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ସମ୍ପର୍କରେ ସ୍ବେଚ୍ଛାସେବୀମାନଙ୍କୁ ଅବଗତ…

ଭୁବନରେ ଗଣେଶ ଭସାଣି ଉତ୍ସବ

ଭୁବନ ୨୯.୯- ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ବାଜା,ବାଣ ,ନୃତ୍ୟ ଗୀତ ରେ ସାରା ସହର ଦୁଲୁକୁଛି । ଗତ ୧୯ ତାରିଖ ଠାରୁ ୧୯ ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ଗତକାଲି ମେଲଣ ଅନୁଷ୍ଠିତ ହେବ ପରେ ଆଜି ଭସାଣି ଉତ୍ସବ…

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଭୁବନ ୨୭.୯- ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ୱର ଜାତୀୟ ରାଜପଥ ର ଶାମଳ ଛକ ନିକଟରେ ଆଜି ଅପରାହ୍ନ ୩ ଘଟିକା ସମୟରେ ଅଜଣା ଗାଡ଼ି (ଟ୍ରକ୍) ଧକ୍କାରେ ଜଣେ ମହିଳା ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ଶାମଳ ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଥାଟୋଇ ଙ୍କ ଝିଅ ଶଙ୍ଖି ଥାଟୋଇ (୬୦) ବୋଲି…

ଦୋଳମଣ୍ଡପ ସାହିରେ ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା

ଢେଙ୍କାନାଳ: ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ ହୋଇଆସୁଛି । ସକାଳୁ ଝିଅମାନେ ଫୁଲ ତୋଳି,ମାଳଗୁନ୍ଥୀ, ବାଲୁକା ପୂଜା କରିଥିଲେ । ବାଳୁକା ପୂଜା ସହିତ ମା'ଙ୍କ ପୂଜା ହୋଇଥିଲା । ସନ୍ଧ୍ୟା ରେ ଆଳତି କରିଥିଲେ । ଝୁଣା, ଦୀପ…

ମିଲେଟ୍ ମିଶନ ପକ୍ଷରୁ ଜୋନାଲ କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଦୀନବନ୍ଧୁପୁର ଅଞ୍ଚଳ ଉଚ୍ଚ ବିଦ୍ୟାଳୟଠାରେ ଜୋନାଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶା ମିଲେଟ୍ ମିଶନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଘଟିପିରି ଉଚ୍ଚ ବିଦ୍ୟାଳୟ, ଜେନାମଣି ଉଚ୍ଚ ବିଦ୍ୟାଳୟ, ଦିବ୍ୟଜ୍ୟୋତି ଉଚ୍ଚ…