ବିଜେଡି ସରକାରରେ ମହିଳା ଅସୁରକ୍ଷିତ
ଢେଙ୍କାନାଳ : ଢେଙ୍କାନାଳ ଜିଲା ବିଜେପି କାର୍ଯ୍ୟାଳୟ ପରିସରରେ ୩ ତାରିଖ ସୋମବାର ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି…