Browsing Category
ପ୍ରମୁଖ ଖବର
ଜି ୨୦ର ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ : ଭାରତରେ ଅନୁଷ୍ଠିତ ଜି୨୦ ଶିଖର ସମିଳନିର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ୨୦ଟି ଦେଶର ୮୫ ଜଣ ପ୍ରତିନିଧି ରହିଥିଲେ ।ଜି୨୦ର ପ୍ରତିନିଧି ମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଆଇଓସିଏଲ…
ସୂର୍ଯ୍ୟ ମନ୍ଦିର ବେଢ। ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର, ଉଚ୍ଚସ୍ତରୀୟ ତଦନ୍ତ ଦାବି
କୋଣାର୍କ : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢାର ଚତୁଃପାର୍ଶ୍ଵରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଦ୍ବାରା ନିର୍ମାଣଧୀନ ପ୍ରାଚୀର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର…
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ
ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଯାଇଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ହୁସେନ ରବି ଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।
ହୁସେନ…
ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୂମସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ
ଓଡିଶା :ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହବାକୁ ଯାଉଅଛି.ଓଡିଶା ଟାଏକୋଣ୍ଡୋ…
ପରାକ୍ରମ ଦିବସରେ ଦଧିସିଂହାର ନେତାଜୀ ମୂର୍ତୀସ୍ଥଳ ଅବହେଳିତ
ଢେଙ୍କାନାଳ : ଓଡିଆ ପୁଅ ବିଶ୍ୱବିଦିତ ଜାତୀୟ ନେତା ରୂପେ ପରିଗଣିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ଙ୍କ ଜନ୍ମସ୍ଥାନ କଟକ ସହରର କଲେଜ୍ ଛକରେ ରହିଛି ନେତାଜୀଙ୍କ ଅଶ୍ୱାରୋହୀ ଯୋଦ୍ଧା ରୂପେ ଏକ ଭବ୍ୟ ପ୍ରତିକୃତୀ । ଏହାକୁ ଦେଖି ଢେଙ୍କାନାଳ ଗଁଦିଆ ବ୍ଲକ୍ କାବେରା ପଞ୍ଚାୟତର…
୧୧ଟି ଜିଲ୍ଲାର ଏସପିଙ୍କ ବଦଳି : ଜ୍ଞାନରଞ୍ଜନ ମହାପାତ୍ର ହେଲେ ଢେଙ୍କାନାଳ ଏସ୍ପି
ଭୁବନେଶ୍ୱର: ରାଜ୍ୟରେ ପୁଣି ଆଇପିଏସ ସ୍ତରରେ ହୋଇଛି ଏକ ବଡ ପରିବର୍ତ୍ତନ । ଡିଆଇଜି ଏବଂ ଏସପି ସ୍ତରରେ ହୋଇଛି ଏହି ପରିବର୍ତ୍ତନ । ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଏଭଳି ଏକ ବଡ ଅଦଳବଦଳ କରିଛନ୍ତି । ଏହି ଅବସରରେ ମୋଟ ୧୧ଟି ଜିଲ୍ଲାର ଏସପିଙ୍କ ବଦଳି କରାଯାଇଛି ।
ଢେଙ୍କାନାଳ ଏସ୍ପି ଏଲ.…
ବ୍ରହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ୨ୟ ସଂଧ୍ୟା
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ଓ ଚାଉଳିଆ ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳ ବଡ଼ନାଗନାଠାରେ ଅବସ୍ଥାପିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀଶ୍ରୀ ବାବା ନାଗନାଥେଶ୍ୱର ମହାଦେବଙ୍କ ପୀଠରେ ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ସୋମବାର ୨ୟ ସଂଧ୍ୟାକୁ ଜିଲ୍ଲା…
ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ଉଦ୍ଘାଟିତ
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ସ୍ଥିତ ବଣସିଂହ ଓ ଚାଉଳିଆ ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳ ବଡ଼ନାଗନାଠାରେ ଅବସ୍ଥାପିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀଶ୍ରୀ ବାବା ନାଗନାଥେଶ୍ୱର ମହାଦେବଙ୍କ ପୀଠରେ ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ଘାଟିତ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୭୨ ଟିବି ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରାଗଲା
ଭୁବନେଶ୍ୱର: ଭାରତକୁ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ପାଇଁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହି ପୃଷ୍ଠଭୂମିରେ…
ଲିଙ୍ଗ ନିରୂପଣ ମାମଲା: ଡାକ୍ତରଙ୍କ ସମେତ ଜଗନ୍ନାଥ ହସ୍ପିଟାଲ ମାଲିକଙ୍କୁ ୩ ବର୍ଷ ଜେଲ
ଢେଙ୍କାନାଳ: ବେଆଇନ୍ ଲିଙ୍ଗ ନିରୂପଣ କରିବା ମହଙ୍ଗା ପଡିଛି । ଡାକ୍ତରଙ୍କ ସମେତ ଘରୋଇ ଡାକ୍ତରଖାନାର ମାଲିକ, ମାଲିକାଣୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି ।
ଢେଙ୍କାନାଳ ଏସ୍ଡିଜେଏମ୍ ଏହି ମାମଲାର ବିଚାର କରି ଢେଙ୍କାନାଳର ଶ୍ରୀଜଗନ୍ନାଥ ହସ୍ପିଟାଲର ମାଲିକ ବିକାଶ ଓରଫ୍ ବିଜୟ ସାହୁ,…